ଲକ ଡାଉନ ସମୟରେ ବୁଲାପଶୁଙ୍କ ଖାଦ୍ୟପାଇଁ ସରକାରଙ୍କ ବ୍ୟବସ୍ଥା
ଆଜି ରାଜ୍ୟ ସରକାରଙ୍କ କମିଶନର ଓ ସଚିବ ଶ୍ରୀ ଆର. ରଘୁ ପ୍ରସାଦ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବୁଲା କୁକୁର, ଗାଇ ଆଦିଙ୍କ ପାଇଁ ଲକ ଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।କାରଣ ଏମାନେ ହୋଟେଲ ଆଦିର ବଳକା ଖାଦ୍ୟ ଉପରେ ନିର୍ଭର…
Read More...
Read More...