Webportal
Browsing Category

Public Interest

ଏବେ ଖୋଲି ନ ପାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ନବମରୁ ଦ୍ୱାଦଶ କ୍ଲାସ ଚାଲିଛି। ମାତ୍ର ପ୍ରଥମରୁ ଅଷ୍ଟମ କ୍ଲାସ ନେଇ ନିଷ୍ପତ୍ତି ହୋଇନି। ଅନ୍ୟ ରାଜ୍ୟରେ ସଂକ୍ରମଣ…
Read More...

ଅନୁଗୁଳରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମଲ୍ଲିକ…
Read More...

ସରିଲା ପ୍ରତୀକ୍ଷା:ଆରମ୍ଭ ହୋଇଛି କୋଭିଡ଼ ଟୀକାକରଣ କାର୍ଯ୍ୟକ୍ରମ

ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ…
Read More...

ଲାଞ୍ଚ ନେଇ ସାଧାରଣ ଲୋକଙ୍କ ଟଙ୍କା ଲୁଟୁଥିବା ସରକାରୀ କର୍ମଚାରୀ ଭିଜିଲାନ୍ସ ପଂଜାରେ

ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼। କିରାଣୀ ରୋହିତେଶ୍ୱ ବାଗ। ସେ ଅନୁଗୁଳ ସବ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗ ଥିଲା। ଆଜି ସକାଳୁ ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀ…
Read More...

ରାଜ୍ୟ ଯୋଜନବୋର୍ଡ ଉପାଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ

ଆଜି ଅପରାହ୍ନ ରେ ଅନଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ଜିଲ୍ଲାରେ ମେଗା ପାନୀୟ ଜଳ ଯୋଜନା ର ଅଗ୍ରଗତି ଏବଂ ଖରିଫ ଧାନ ସଂଗ୍ରହ କିଭଳି ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରିବ ସେ ବିଷୟରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ…
Read More...

ଏନଆଇଏ ଉଠାଇଥିବା ଯୁବକ ଆତଙ୍କବାଦୀ ନୁହେଁ:ସ୍ପଷ୍ଟ କଲେ ପୋଲିସ କମିଶନର

ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନର କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି। ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ…
Read More...