Webportal
Browsing Category

Public Interest

ରାଜ୍ୟ ଯୋଜନବୋର୍ଡ ଉପାଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ

ଆଜି ଅପରାହ୍ନ ରେ ଅନଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ଜିଲ୍ଲାରେ ମେଗା ପାନୀୟ ଜଳ ଯୋଜନା ର ଅଗ୍ରଗତି ଏବଂ ଖରିଫ ଧାନ ସଂଗ୍ରହ କିଭଳି ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରିବ ସେ ବିଷୟରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ…
Read More...

ଏନଆଇଏ ଉଠାଇଥିବା ଯୁବକ ଆତଙ୍କବାଦୀ ନୁହେଁ:ସ୍ପଷ୍ଟ କଲେ ପୋଲିସ କମିଶନର

ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନର କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି। ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ…
Read More...

ଦାଦାବଟି ବନ୍ଦ କରିବା ପାଇଁ ପୋଲିସ ସଂକଳ୍ପବଧ:ଟ୍ଵିନସିଟି କଟକ ଭୁବନେଶ୍ୱର ପାଇଁ ଜାରି ହେଲା ହେଲ୍ପଲାଇନ

ଦୈତ୍ନନଗରୀ ବା ଟ୍ୱିନସିଟିରେ ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ ଯାହା ଦାଦାବଟି ବିରୋଧରେ ଅଭିଯାନର ଅଂଶବିଶେଷ। ଜାରି କରାଯାଇଥିବା ନମ୍ବର ହେଉଛି-୯୯୩୮୯୧୦୦୦୦…
Read More...

ଅନୁଗୁଳ ଜିଲ୍ଲାରେ ଦୁଇଟି ଏମଏସଏମଇ(MSME) ପାର୍କ ନିର୍ମାଣର ଆଶା ସଂଚାର

ସରକାରୀ ନିୟମ ଅନୁଯାୟୀ ପ୍ରତି ଜିଲ୍ଲାରେ ଗୋଟିଏ ଏମଏସଏମଇଅ ପାର୍କ ହେବା କଥା। କିନ୍ତୁ ଅନୁଗୁଳ ଜିଲ୍ଲାବାସୀଙ୍କୁ ମିଳିପାରେ ଦୁଇ ଦୁଇ ଟି ଏମଏସଏମଇ (MSME) ପାର୍କ। ଏପରି ଆଶା ସଂଚାର ହୋଇଛି ବିଧାନସଭା ପ୍ରଶ୍ନକାଳ ସମୟରେ।ଜିଲ୍ଲାର ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ ବିଭାଗୀୟ…
Read More...

ବିରଳ ଇଗଲ ପ୍ରଜାତିର ପକ୍ଷୀ ଉଦ୍ଧାର

ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଅଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ପରିବାର ଲୋକେ ଦେଖି ତାକୁ ଉଦ୍ଧାର କରିବାକୁ ସର୍ପମିତ୍ର ଆଦିତ୍ୟ ବେହାରାଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ…
Read More...

ଟାଟା ପାୱାର ରେ ସେସୁ ଅଧିନସ୍ତ ସମସ୍ତ ଶ୍ରମିକ କାର୍ଯ୍ୟ କରିବେ

ସେସୁ ଅଧୀନରେ କାର୍ୟରତ ସମସ୍ତ ନିୟମିତ ଓ ଠିକାଶ୍ରମିକ ଟାଟା ପାୱାର ଅଧୀନରେ କାର୍ୟ୍ୟ କରିବା ସୁଯୋଗ ପାଇବେ। ସେମାନଙ୍କ ପାଇଁ ଥିବା ଚାକିରି ସର୍ତ୍ତାବଳୀ, ପଦୋନ୍ନତି ଓ ପେନସନ ଆଦି କାର୍ୟ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ସହିତ ଟାଟା ପାୱାର କରିଥିବା ଚୁକ୍ତିନାମାରେ ମଧ୍ୟ ଏହା ଉଲ୍ଲେଖ…
Read More...