Webportal
Browsing Category

Politics

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମାଙ୍କଡ ନାଚ ପରି: ଅସଦୁଦ୍ଦିନ ଓୱେସୀ

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସଙ୍କଟକୁ ମାଙ୍କଡ ନାଚ ବୋଲି କହିଛନ୍ତି । ଓୱେସୀ କହିଛନ୍ତି ଯେ ମହା ବିକାଶ ଅଗାଡି ଚାଲୁଥିବା ରାଜନୈତିକ ସଙ୍କଟ ଉପରେ ବିଚାର କରୁ। ଆମେ ହେଉଥିବା ଡ୍ରାମା ଉପରେ ଆମେ ନଜର…
Read More...

ମହାରାଷ୍ଟ୍ର ସଂକଟ ଭିତରେ ଶନିବାର ଜାତୀୟ କାର୍ଯ୍ୟକାରିଣୀ ଡକାଇଲା ଶିବସେନା

ଶିବସେନା ଓ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଂକଟ ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆସନ୍ତା କାଲି ଅର୍ଥାତ ଶନିବାରଦିନ ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଅପରାହ୍ଣ ୧ଟା ବେଳେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ…
Read More...

ଏକନାଥ ସିନ୍ଦେ:ଆମେ ବାଲାସାହେବଙ୍କ ଠାରୁ ହିନ୍ଦୁତ୍ୱ ଶିଖିଛୁ; କେବେ ଧୋକା ଦେବୁ ନାହିଁ

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନିଜର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ବିଧାନସଭା ଦଳର ନେତା ପଦରୁ ହଟାଇ ଦେଇଛି। ଅନ୍ୟପକ୍ଷରେ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ଏକନାଥ ସିନ୍ଦେ ଟ୍ୱିଟ୍ କରିଥିବାର ଦେଖିବାକୁ ମିଳିଛି । ତେବେ ସେ କ୍ଷମତା ପାଇଁ କାହାକୁ ଧୋକା…
Read More...

ଏକନାଥ ସିନ୍ଦେଙ୍କ ସହ କଥା ହେବା ପରେ ସଂଜୟ ରାୱତ କହିଲେ ବିଧାୟକଙ୍କ ବିଦ୍ରୋହ ପଛରେ ବିଜେପିର ହାତ

ମହାରାଷ୍ଟ୍ରରେ ଉଦ୍ଧବ ସରକାର ଏବେ ଅଡୁଆରେ ପଡିଛନ୍ତି । ବିଧାୟକଦଳ ନେତା ଏକନାଥ ସିନ୍ଦେ କିଛି ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ରଖିଥିବା ଖବର ପ୍ରଚାର ହେବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଶିବସେନା ନେତା ସଂଜୟ ରାୱତ କହିଛନ୍ତି କି ସେ ଏକନାଥ ସିନ୍ଦେଙ୍କ…
Read More...

ରାଜ୍ୟ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା : ରାହୁଲ ଓ ସୋନିଆଙ୍କୁ ଇଡିର ନୋଟିସ ନେଇ ହୋଇପାରେ ରଣନୀତି ପ୍ରସ୍ତୁତ

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ଆଜି ସଂଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ଏହା ସହ…
Read More...

ସଙ୍କଟରେ ଉଦ୍ଧବ ସରକାର। ୨୦ ବିଧାୟକଙ୍କୁ ନେଇ କୁଆଡେ ଗଲେ ସିନ୍ଦେ?

ମହାରାଷ୍ଟ୍ରରେ ଏମ୍ଏଲସି ନିର୍ବାଚନ ପରେ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି । ଏମ୍ଏଲସି ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ କୌଣସି ଖବର ନଥିଲା । ଏବେ ଜଣାପଡ଼ିଛି ଯେ, ସେ କିଛି ବିଧାୟକଙ୍କ ସହ ଗୁଜରାଟର ସୁରତରେ ଅଛନ୍ତି । ଆଶଙ୍କା କରାଯାଉଛି କି,…
Read More...

ଆଗାମୀ ୬ ମାସ ଭିତରେ ବିଜେପି ନୁପୁର ଶର୍ମାଙ୍କୁ ଜଣେ ବଡ ନେତ୍ରୀ ଭାବରେ ତିଆରି କରିବ : ଅସଦୁଦ୍ଦିନ ଓୱାଇସିଙ୍କ…

ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି । ସେ କହିଛନ୍ତି ଗୋଟିଏ ପଟେ ନୁପୁର…
Read More...

ଇତିହାସ ଦୋହରିବ ଓ ବଢ଼ିବ ରାହୁଲଙ୍କ ଲୋକପ୍ରିୟତା  ? ୧୦ ବର୍ଷ ତଳେ ଏସଆଇଟି ଯାଞ୍ଚ ପରେ ବଢ଼ିଥିଲା ମୋଦୀଙ୍କ ଗ୍ରାଫ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଘେରରେ ଗାନ୍ଧୀ ପରିବାର। ରାହୁଲ ଗାନ୍ଧୀ ତଦନ୍ତ ଏଜେନ୍ସି ପାଖରେ ହାଜର ହୋଇଛନ୍ତି ଏବଂ ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଠିକ୍‌ ଏହିଭଳି ଏସଆଇଟି ସାମ୍ନାରେ ହାଜର ହୋଇଥିଲେ ଏବଂ ସବୁ…
Read More...

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ

କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା…
Read More...

ରାଜ୍ୟସଭା ନିର୍ବାଚନରେ ହାରିଲେ ଜୀ ମିଡ଼ିଆ ମାଲିକ ସୁବାସ ଚନ୍ଦ୍ରା; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ​​ଗେହଲୋଟଙ୍କ…

ଆଜି ରାଜସ୍ଥାନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ୪ ଟି ସିଟ୍ ମଧ୍ୟରୁ ୩ ଟି ଜିତି ବିଜେପିକୁ ଏକ ବଡ ଝଟକା ଦେଇଛି । କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଯେଉଁଠାରେ ବିଜେପି କେବଳ ଗୋଟିଏ ଆସନ…
Read More...