ଆଗାମୀ ୬ ମାସ ଭିତରେ ବିଜେପି ନୁପୁର ଶର୍ମାଙ୍କୁ ଜଣେ ବଡ ନେତ୍ରୀ ଭାବରେ ତିଆରି କରିବ : ଅସଦୁଦ୍ଦିନ ଓୱାଇସିଙ୍କ…
ଏଆଇଏମଆଇଏମ ମୁଖ୍ୟ ତଥା ଏମ୍ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି ।
ସେ କହିଛନ୍ତି ଗୋଟିଏ ପଟେ ନୁପୁର…
Read More...
Read More...