ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ରେ ଗାଡି କେତେ ସୁରକ୍ଷିତ ଜଣାନାହିଁ, କିନ୍ତ୍ ଏଥିରୁ ଆଦାୟ ହେବ ୫୦୦ କୋଟି
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ରୁ ଆଦାୟ ହେବ ୫୦୦ କୋଟି । ସେପଟେ ୨୦୨୨, ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶର ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆର୍ପି)। ଏହା ବାଧ୍ୟତାମୂଳକ। ୨୦୧୯ ଏପ୍ରିଲ ପରେ କିଣାଯାଇଥିବା ଗାଡ଼ିକୁ ଏଭଳି ନମ୍ବର୍ ପ୍ଲେଟ୍…
Read More...
Read More...