Webportal
Browsing Category

National

स्टेडियम में कुत्ता घुमाने वाले IAS संजीव खिरवार का लद्दाख ट्रांसफर, पत्नी का अरुणाचल प्रदेश तबादला

दिल्ली के त्यागराज स्टेडियम (Thyagraj Stadium) में कुत्ता घुमाने वाले आईएएस पति-पत्नी का गुरुवार शाम ट्रांसफर कर दिया गया है. IAS संजीव खिरवार का ट्रांसफर लद्दाख तो उनकी पत्नी रिंकू धुग्गा का तबादला अरुणाचल प्रदेश कर दिया गया है. इस मामले…
Read More...

ତାମିଲକୁ ମଧ୍ୟ ହିନ୍ଦୀ ଭଳି ସମାନ ଅଧିକାର ମିଳୁ; ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଅପିଲ୍

ଚେନ୍ନାଇରେ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଆସିଛନ୍ତି, ସେ କିଛି ଜିନିଷ ପାଇଁ ତାଙ୍କୁ ନିବେଦନ କରୁଛି। ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛନ୍ତି ଯେ ତାମିଲକୁ ହାଇକୋର୍ଟରେ ଏକ ସରକାରୀ ଭାଷା ଭାବରେ ଘୋଷଣା କରାଯାଉ।…
Read More...

ଜ୍ଞାନବାପୀ ମସଜିଦ ମାମଲା; ଅଦାଲତରେ ପୁରା ହୋଇପାରିଲାନି ତର୍ଜମା

ଜ୍ଞାନବ୍ୟାପି ମସଜିଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଜ୍ଞାନବାପୀ ମାମଲାରେ ଗୁରୁବାର ଦିନ ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଛି । ଏହି କ୍ରମରେ ପ୍ରଥମେ ମୁସଲିମ ପକ୍ଷ ନିଜର ଯୁକ୍ତି ଆରମ୍ଭ କରିଥିଲା । ହେଲେ କୋର୍ଟ ସମୟ ଶେଷ ହୋଇଥିଲେ ବି ମୁସଲିମ ପକ୍ଷ ନିଜର…
Read More...

ଭଲ ଶାସନ ଚାଲିଥିବ: କିନ୍ତୁ ଭଲ ଶାସନ ଚାଲିବା ଆବଶ୍ୟକ

ଆମକୁ ଶାସନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାର ଲଗାତାର ଭାବେ ସଂଖ୍ୟାଗରିଷ୍ଟ୍ ଭୋଟରଙ୍କ ଦ୍ବାରା ଏକାଧିକ ଅବଧି ପାଇଁ ନିର୍ବାଚିତ ହୋଇ ଆସୁଛନ୍ତି। ତେଣୁ ତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଅର୍ଥ ସେମାନଙ୍କୁ ନିର୍ବାଚିତ କରିଥିବା ଭୋଟର ମାନଙ୍କ ବୁଦ୍ଧି ଉପରେ ସନ୍ଦେହ…
Read More...

ଫୁଣି ଆସିଲା ଦୂର୍ବୁଧି; ଆସନ୍ତା କାଲି ଭାରତ ବନ୍ଦ ଡାକରା

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା କାଲି ଅର୍ଥାତ ମଇ ୨୫ ତାରିଖକୁ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ବେକୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି । ଫେଡେରେସନ ପକ୍ଷରୁ ଜାତିଗତ ଜନଗଣନାକୁ ସମର୍ଥନ କରି ଏହି ଡାକରା…
Read More...

ମହିଳାଙ୍କୁ ନିର୍ବାଚନ ଲଢ଼ାଇ ସମ୍ପର୍କୀୟଙ୍କ ରାଜୁତି: ଗଣତନ୍ତ୍ରର ଘୋର ଅପମାନ

ସଂପ୍ରତି ସବୁଆଡେ ଏକ ପ୍ରକାର ଅବାସ୍ତବ୍ ରାଜନୀତି ଚାଲିଛି। ଦେଖାଯାଉଛି ଯେ ମହିଳା ଭୋଟର ମାନଙ୍କୁ ଖୁସି କରିବାକୁ ହେଉ କିମ୍ୱା ଅନ୍ୟ କୌଣସି କାରଣରୁ ବିଭିନ ୱାର୍ଡ ମେମ୍ବର ଠାରୁ ସାଂସଦ ନିର୍ବାଚନ ରେ ମହିଳାଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସିଟ ସଂରକ୍ଷିତ କରାଯାଉଛି। ସେପଟେ ସମସ୍ତ…
Read More...

ରୋଷେଇ ଗ୍ୟାସର ଅହେତୁକ ମୁଲ୍ୟବୃଦ୍ଧି; ସାଧାରଣ ଲୋକଙ୍କ ମୌଳିକ ଅଧିକାରର ହନନ

ଉଦ୍ବେଗଜନକ ଘଟଣା ହେଉଛି ଦେଶରେ ରୋଷେଇ ଗ୍ୟାସର ଦାମ ହୁ ହୁ ହୋଇ ବଢି ଚାଲିଛି।ଆଗେ ଲୋକେ ବିଭିନ୍ନ ପ୍ରକାରରେ ରୋଷେଇ କରୁଥିଲେ,ଯେପରି କି କାଠ, କୋଇଲା ଏବଂ ପରେ ବିଦ୍ୟୁତ ଚାଳିତ ହିଟର। କିନ୍ତୁ ଧୀରେ ଧୀରେ ଜଙ୍ଗଲ କୁ ସଫା କରି ଘରୋଇ କମ୍ପାନୀ ମାନଙ୍କୁ ବ୍ୟବସାୟ ପାଇଁ ଦେଇଦେବା, କାଠ ଓ…
Read More...

କ୍ଷମତାସୀନ ନେତାଙ୍କ ଦ୍ୱାରା ଦେଶର ପୋଲିସ ଘରୋଇ ଅଙ୍ଗରକ୍ଷୀ ଭଳି ବ୍ୟବହୃତ

କ୍ଷମତାରେ ଥିବା ନେତାମାନଙ୍କ ଦ୍ବାରା ପୋଲିସର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ପୋଲିସ ର କାମ ହେଉଛି ଅନ୍ୟାୟ ଅତ୍ୟାଚାର ଆଦିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାପାଇଁ ପଦକ୍ଷେପ ନେବା। କିନ୍ତୁ ଆଜିକାଲି…
Read More...