Webportal
Browsing Category

Current

ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବିସ୍ଥାପିତ

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଗୋପୀବ୍ଲଭପୁର ଗାଁ ରେ୧୨ବର୍ଷ ହେବ ବିସ୍ଥାପିତଙ୍କ ପାଇଁ ବାଧକ ସାଜିଛନ୍ତି ରାଜ୍ୟ ସରକାର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।୨୦୦୪ ମସିହାରେ ନାଲକୋ ଉତ୍କଳ (ଇ) କୋଲୋ ବ୍ଲକ୍ ଆବଣ୍ଟନ ରେ ପାଇଥିଲା ଓ ୨୦୦୮ ମସିହାରେ ଜମି ଅଧିଗ୍ରହଣ କରାଇଥଲା ।ମୋଟ ୪ଟି…
Read More...

ବସରେ କହି ସିଟ ନ ଦେବାରୁ ଅଭିନଵ ପ୍ରତିବାଦ

ସିଟ ନ ମିଳିବାରୁ ବସ ଆଗରେ ଶୋଇ ଭାଇଭଉଣୀଙ୍କ ଅଭିନଵ ପ୍ରତିଵାଦ | ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଛକରେ। ଚାନ୍ଦବାଲିରୁ ଏକ ଘରୋଇ ବସ ଯୋଗେ ଅସୁସ୍ଥ ଭଉଣୀଙ୍କୁ ନେଇ ଭଦ୍ରକ ଇଛାପୁରକୁ ଆସିଥିଲେ ଭାଇ। ଵସରେ ଚଢିବା ପୂର୍ବରୁ ଭଉଣୀଙ୍କ ଦେହ…
Read More...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର, ଜଣେ ମୃତ ଓ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର- କନ୍ଧବେରେଣି ରାସ୍ତାରେ ଗତ ରାତିରେ ଏକ ମାରୁତି ଅଲ୍ଟୋ ( ଓଡ଼ି ୩୫-୫୮୮୩ ) କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l ଗତକାଲି ରାତିରେ ତାଳଚେର…
Read More...

ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡାଇ ଗୋଡାଇ କଲେ ହତ୍ୟା। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପାଖ କୁ ଚା ପିଇବା ପାଇଁ ଆସିଥିବା ନରେନ୍ଦ୍ର କୁ ଛୁରି ଭୁଷି ହତ୍ୟା କରି ଫେରାର ହୋଇଯାଇଛି ହତ୍ୟାକାରୀ । ଘଟଣା ସ୍ଥଳରେ ନରେନ୍ଦ୍ର…
Read More...

ଭଷାଣି ଉତ୍ସବରେ ଅଘଟଣ ଟଳିଲା, ଭବିଷ୍ୟତ ରେ ସମ୍ପୂର୍ଣ ସଚେତନତା ଜରୁରୀ

ଅନୁଗୁଳ ସହର ସ୍ଥିତ ହେମସୁରପଡା ,ଇଣ୍ଡଷ୍ଟ୍ରି ଛକ କାଳୀ ପୂଜା ଭାଷାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଅଘଟଣ।ଫୁଟୁଥିବା ବାଣ ରୁ ନିଆଁ ପଡି ବାଣ ନେଇ ଯାଉଥିବା ଗାଡ଼ିରେ ନିଆଁ ଲାଗି ବିସ୍ଫୋରଣ ଯେଉଁଥିରେ ଅଳ୍ପକେ ବର୍ତିଲେ ଅଟୋ ଗାଡି ଚାଳକ।ଭଷାଣି କରାଯାଉଥିବା ସମୟରେ ଏକ ଅଟୋରେ ବାଣ…
Read More...

ଚଢ଼ାଉରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛନ୍ତିି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଚଢ଼ାଉ…
Read More...

ପରାକିୟା ପ୍ରୀତି ପାଇଁ ନିଜ ଜନ୍ମିତ ଶିଶୁପୁତ୍ରର ହତ୍ୟାବରଦାସ୍ତ କଲା ମା

ପ୍ରେମରେ ଅନ୍ଧ ହୋଇ ନିଜ ଜନ୍ମିତ ପୁତ୍ରକୁ ପ୍ରେମିକ ହାତରେ ହତ୍ୟା ହେବା ସହିଲା। ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ସହରରେ।ଏହି ଘଟଣାରେ ରାୟଗଡା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବେନେଶ୍ୱର ସ୍ଥିତ ନୀଳାଦ୍ରି ବିହାର ଅଞ୍ଚଳରେ ନିଜ…
Read More...

ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୈାହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତିକୁ ରାଷ୍ଟ୍ରିୟ ଏକତା ଦିବସ ରୂପେ ପାଳନ କରାଯାଉଛି ।ଏହି ପରିପେକ୍ଷିର ପ୍ରତିଷ୍ଠାନର ଶତାଧିକ…
Read More...

ବିଧାୟକଙ୍କ ମାର୍ଗଦର୍ଶନ ଅଭାବରୁ ବିଶୃଙ୍ଖଳା ସୃଷ୍ଟି କରି ତାଳଚେର ଯୁବ ବିଜେଡି ସଭାପତି ସମେତ ପାଞ୍ଚ ଗିରଫ

ଗତକାଲି ତାଳଚେର ବନ୍ଦ ପାଳନ ସମୟରେ ଏମସିଏଲ.ର ବିଭିନ୍ନ କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରି ଲକ୍ଷାଧିକ ସମ୍ପତ୍ତି ନଷ୍ଟ କରିବା,କାର୍ଯ୍ୟରତ କର୍ମଚାରୀଙ୍କୁ ଧମକଚମକ ଦେବା, ଖଣିରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗରେ ତାଳଚେର ପୋଲିସ ଯୁବ ବିଜେଡି ସଭାପତି ମନୋଜ…
Read More...

ପୂର୍ବତଟ ରେଳବାଇ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ରେଳସଦନ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଏହି ଅବସରରେ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶପଥପାଠ କରାଇ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତାକୁ…
Read More...