କୁକୁଡ଼ା ଫାର୍ମ ପୋଡି ନଷ୍ଟ
ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଶିମିଳିସାହିରେ ବାଉରୀ ସାହୁଙ୍କ କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ଫାର୍ମ ରେ ଅଚାନକ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଛେଣ୍ତିପଦା ଦମକଳ ବାହିନି କୁ ଖବର ଦେଇଥିଲେ ଓ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ…
Read More...
Read More...