Webportal
Browsing Category

Current

ଚଳିତ ବର୍ଷ ହେବ ନାହିଁ ରଥଯାତ୍ରା:ରୋକ ଲଗାଇଲେ ସୁପ୍ରିମକୋର୍ଟ

ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବନାହିଁ।ରୋକ ଲଗାଇଲେ ସୁପ୍ରିମକୋର୍ଟ।ରଥଯାତ୍ରା ବନ୍ଦ କରିବା ପାଇଁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ। କରୋନା ମହାମାରୀ ସମୟରେ  ଭିଡ଼ ହେଲେ ମହାମାରୀ ବ୍ୟାପି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର…
Read More...

ଗଛରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଡଙ୍ଗାପଳ ଗ୍ରାମ ଆଉଁଳୀନଦୀ ପଠାରେ ଥିବା ଏକ ଜାମୁକୋଳି ଗଛରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବତୀ ସେହି ଗ୍ରାମର ଆଦ୍ରତ୍ରାଣ ସାହୁଙ୍କ ଝିଅ ପୁଷ୍ପାଞ୍ଜଳି ସାହୁ ବୋଲି ସୂଚନା ମିଳୁଅଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଥାନାରେ  ଅଭିଯୋଗ…
Read More...

ସଂକଳ୍ପ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ଅନୁଗୁଳର ଦୁଇଜଣ ସାମ୍ବାଦିକ ତ୍ୟାଗବିର ସଂମାନରେ ସଂମାନିତ

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞାନ କୌଶଳ ଫେଲ ମାରିଛି।ଅନୁଗୋଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂକଳ୍ପ ସୋସିଆଲ ଓ…
Read More...

ଗାଈ ଚରାଉଥିବା ସମୟରେ ବଜ୍ରାଘାତରେ ମୃତ

ଏମିତି ବି ମୃତ୍ୟୁ ଆସେ... ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳ ଗ୍ରାମ ପଞ୍ଚାୟତ ବଡକନ୍ତକୁଳ ଗ୍ରାମରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ବିଜୁଳି ଘଡ଼ ଘଡି ସହ ବର୍ଷା ହେଉଥିବା ସମୟରେ ଗାଁ ଉଠିଆ ଗାଈ ଚରାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ…
Read More...

ଅନୁଗୁଳବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ତାମଡ଼ା

ଅନୁଗୁଳ ଓ ଏହାର ନିକଟବର୍ତ୍ତୀ ଅଂଚଳରେ ନିର୍ମାଣ କାର୍ଯ୍ୟ ଯୋଜନାବଧ ଭାବେ କରାଇବା ପାଇଁ ତାମଡ଼ା କୁ ନିୟୋଜିତ କରାଯାଇଛି।ଏହାର ସର୍ବୋଚ୍ଚ ଦାଇତ୍ୱରେ ସର୍ବଦା ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ମାନେ ରହି ଆସୁଛନ୍ତି। କିନ୍ତୁ ତାମଡ଼ା ଅନୁଗୁଳ ବାସୀଙ୍କୁ ଠକି ଆସୁଛି।ସିଧା ଅର୍ଥରେ…
Read More...

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ଜରପଡା ଥାନା ଊଗି-ଅନ୍ତୁଳିଆ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍। ସେ ହେଲେ ସମଲ ଥାନା ବୀରୁ ଗ୍ରାମର ସୁଜନ ନାଏକ । ସୂଚନା ଅନୁସାରେ ସୁଜନ କୌଣସି କାମରେ ଅପରାହ୍ନ ୩ ଟା ବେଳେ ଜରପଡାରୁ ଅନ୍ତୁଳିଆ ଆଡକୁ ନିଜ ପଲସର ମୋଟରସାଇକେଲରେ ଯାଉଥିଲେ । ତେବେ ଉଗି ଚୁଡାଖାଇ…
Read More...

ସମାଜକୁ ବୁଝାଇ ବିଧବାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କଲେ ଯୁବକ

ଅନୁଗୋଳ ଜିଲ୍ଲା କିଶୋରନଗର ଗମ୍ଭାରିମଳିହା ଗାଁର ଜଣେ ବିଧବାଙ୍କୁ ରାଇବାହାଲ ଗାଁର ଜଣେ ବ୍ୟକ୍ତି ବିବାହ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ଗମ୍ଭାରିମଳିହା ଗାଁର ରବୀନ୍ଦ୍ର ନାୟକଙ୍କ ଝିଅ ରଶ୍ମିତା ବାହାଘର ହେବାର କିଛିଦିନ ପରେ ସ୍ଵାମୀ ମୃତ୍ୟୁ ମୁଖରେ ପଡିଥିଲେ । ଦୁଇ ବର୍ଷ ତଳେ ସ୍ୱାମୀଙ୍କ…
Read More...

ଡାକ୍ତର ନ ମିଳିବାରୁ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ରରେ ରୋଗୀ ମୃତ ଅଭିଯୋଗ

ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ, ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଖଇରପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ମୃତ୍ୟୁକୁ ନେଇ…
Read More...

ମା ହତ୍ୟାକାରୀ ପୁଅ ଗିରଫ

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ୮.୬.୨୦ ରେ ବିରଞ୍ଚି ପ୍ରଧାନ ତାଙ୍କ ଶାଶୁ ଯମୁନା ପ୍ରଧାନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ, ଯାହାକୁ ଆଧାର କରି ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।ତଦନ୍ତ ସମୟରେ ଜଣାପଡ଼ିଲା ଯେ ମୃତକ ର ପୁଅ ଅଶ୍ରୁବାହଲ ଗ୍ରାମର…
Read More...

ଟିପର ବାଇକ ଧକ୍କା:ବାଇକ ଚାଳକ ମୃତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଖନ୍ଦାନାଳୀ ପୋଖରୀ ନିକଟରେ ଆଜି ଅପରାହ୍ନ ରେ ଟ୍ରିପର ସହ ମୋଟରସାଇକେଲର ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି (ଗୁରୁବାର) ଅପରାହ୍ନ ୪ଟା ସମୟରେ ରାସୋଳ ବଙ୍କାଟିଆ ଅଞ୍ଚଳର…
Read More...