ଆଜି ଅନୁଗୁଳ ଜିଲ୍ଲାରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୧ ସୁସ୍ଥ ସୂଚନା
ଆଜି ଅନୁଗୁଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ ରେ ପହଁଚିଲା। ଜଣେ ଭୁବନେଶ୍ୱର ରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ ବାହାରିଥିବା ବେଳେ ଅନ୍ୟ ଦଶ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଏହା ଛଡା…
Read More...
Read More...