Webportal

ଆଜି ଅନୁଗୁଳ ଜିଲ୍ଲାରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୧ ସୁସ୍ଥ ସୂଚନା

0 311

ଆଜି ଅନୁଗୁଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ ରେ ପହଁଚିଲା। ଜଣେ ଭୁବନେଶ୍ୱର ରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ ବାହାରିଥିବା ବେଳେ ଅନ୍ୟ ଦଶ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଏହା ଛଡା ଗତକାଲି ଓ ଆଜି ୩୧ ଜଣ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ଜିଲ୍ଲାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯୪ ରେ ପହଂଚିଲା। ଏ ସମସ୍ତ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.