ଶ୍ରୀଲଙ୍କାରେ ମୁସ୍କିଲ ପରିସ୍ଥିତି; ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ
ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ…
Read More...
Read More...