Webportal
Browsing Category

Current

ସରକାର ବାଧକ ପୁଲିସ ମହାସଂଘ ନିର୍ବାଚନ ରେ : ବିରୋଧୀ

କନଷ୍ଟେବଳ-ସିପାହୀ ମହାସଂଘର ନିର୍ବାଚନ ଗତ ଦୁଇ ବର୍ଷ ଧରି ହୋଇପାରିନାହିଁ। ପୋଲିସ ମହାନିର୍ଦ୍ଦେଶକ ଏଥିପାଇଁ ଅନୁମତି ଦେଉ ନ ଥିବାରୁ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନିର୍ବାଚନ କରାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାନସଭାରେ…
Read More...

ବେକାରୀ ସମସ୍ୟା ଆହୁରି ଭୟଙ୍କର ହେବାର ଆଶା; ଗୋଟେପଟେ ଘରୋଇକରଣ ଚାଲିଛି, ଅନ୍ୟପଟେ ନୂଆ ତ ନାହିଁ ଖାଲିଥିବା ପଦବୀ ମଧ୍ୟ…

ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ସରକାର କହିଛନ୍ତି ଯେ ଚାକିରି ଯୋଗାଇଦେବାକୁ ପ୍ରଚେଷ୍ଟା ଚାଲିଛି | ତେବେ ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ କେତେଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ସେନେଇ ସଂସଦରେ ସରକାର…
Read More...

ମଦ ପିଇ ରାସ୍ତାରେ ଗଡ଼ିଲେ କନେଷ୍ଟବଳ; ନିଲମ୍ବନ କଲେ ଏସ୍‌ପି

ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ସାମ୍ନାରେ ପଡ଼ିବା ଓ ଖାକି ବର୍ଦ୍ଦିରେ ଦାଗ ଲଗାଇବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି। ସୂଚନାଯୋଗ୍ୟ; ୨୪ ତାରିଖ ଦିନ ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଈଶ୍ୱର ଚନ୍ଦ୍ର ମହାନ୍ତ ମଦ ନିଶାରେ…
Read More...

ବିଜେପି ବନ୍ଧୁଙ୍କ ସହ କଥାହେବା ପରେ ନମ୍ବର ବନ୍ଦ:କଲ ସ୍ୱଭାଭିକ କରିଦିଅ; କହିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ…

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ ।ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନକୁ କୌଣସି କଲ୍ ଆସୁନି କି କାହା ପାଖକୁ କଲ୍ ଯାଉନି । ଏନେଇ ସେ ସୋମବାର ଟ୍ବିଟ୍ କରି ଏହା ଜଣାଇଛନ୍ତି । ଏଥିପାଇଁ ମାର୍ଗରେଟ ଅଲଭା ଏମଟିଏନଏଲ(MTNL)କୁ…
Read More...

ଦେଶରେ ଏବର୍ଷ ୭୪ ବାଘ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଏବଂ ମହାରାଷ୍ଟ୍ରରେ ୧୫

ବାଘଙ୍କ ରାଜ୍ୟ ଭାବେ ଜଣାଶୁଣା ମଧ୍ୟପ୍ରଦେଶରେ ହୋଇଛି ସର୍ବାଧିକ ବାଘ ମୃତ୍ୟୁ। ଜୁଲାଇ ୧୫ ସୁଦ୍ଧା ୨୦୨୨ରେ ଦେଶରେ ମୋଟ ୭୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର…
Read More...

ଗୋଆରେ ମୃତ ବ୍ୟକ୍ତିଙ୍କ ନାମରେ ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନିଙ୍କ ଝିଅ

ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି  ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର ଗୋଆର ଆସାଗାଓରେ ଏକ…
Read More...

ଠକିଲେ ସ୍ଵୟଂ ସରକାର;୨୦ କୋଟି ବଦଳରେ ଦେବେ ୧୨୦ କୋଟି

ଖିଲାପକାରୀ ବ୍ୟକ୍ତି ବା ସଂସ୍ଥାମାନଙ୍କର ସମ୍ପତ୍ତି ଜବତ ହେବା ନୂଆ କଥା ନୁହେଁ । ହେଲେ ଖୋଦ୍ ସରକାର ବକେୟା ଦେୟ ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ସମ୍ପତ୍ତି ଜବତ କରାଯାଇଛି । ଭୁବନେଶ୍ୱର ପୂର୍ତ ବିଭାଗର ନିର୍ମାଣ ସୌଧରେ ଥିବା ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀଙ୍କ…
Read More...

ଚିନି ଭାବି ୟୁରିଆ ସାର ଖାଇଦେଲେ; ୩ ଶିଶୁଙ୍କ ସମେତ ୪ ଗୁରୁତର

ଚିନି ଭାବି ୟୁରିଆ ସାର ଖାଇ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବମପରଡା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବମପରଡା ଗ୍ରାମର ସନ୍ତୋଷ ବେହେରା ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ବିବାହିତ…
Read More...

ଅଗ୍ନିପଥ ଆନ୍ଦୋଳନ ରେ ରେଳବାଇର ୨୫୯ କୋଟି ବରବାଦ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିକଟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇର ୨୫୯ .୪୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଲିଖିତ ଜବାବ ରଖି ଏହି…
Read More...

୬ଜଣ କାଉଡିଆ ମୃତ : ମାଡିଗଲା ଡମ୍ପର

ଉତ୍ତରପ୍ରଦେଶ ହାଥରସଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମହାଦେବଙ୍କ ପାଖୁ ଜଳଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ  ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସେମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ ଗ୍ୱାଲିଅର ଅଭିମୁଖେ…
Read More...