ସ୍କୁଲ ନଥିବା ଜାଗାକୁ ଶିକ୍ଷକଙ୍କ ବଦଳି ; ଏପରି ଘଟିଛି ବୌଦ୍ ଜିଲ୍ଲାରେ
କଣ୍ଟାମାଳ ବ୍ଲକରେ ଶିକ୍ଷକ ବଦଳି କ୍ଷେତ୍ରରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଗତ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ବଦଳି ଆଦେଶରେ ହୋଇଥିବା ଅନେକ ତ୍ରୁଟି ମଧ୍ୟରୁ ଏକ ସାଂଘାତିକ ତ୍ରୁଟି ହେଉଛି ସ୍କୁଲ୍ ନଥିବା ସ୍ଥାନକୁ ଜଣେ ଶିକ୍ଷକଙ୍କୁ ବଦଳି…
Read More...
Read More...