ଘରଭଡ଼ା ଉପରେ ୧୮% ଜିଏସ୍ଟି ଲାଗିବ
ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍ଟି ଲାଗୁ କରାଯାଇଛି।…
Read More...
Read More...