Webportal
Browsing Category

Current

ଭାରସାମ୍ୟ ହରାଇ ଓଲଟିଲା ବସ, ଜଣେ ମୃତ

ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କତଡା ନୁଆଁସାହି ଯାଇକା ଢ଼ାବା ନିକଟରେ ଭାରସ୍ୟମ ହରାଇ ଓଲଟିଲା ସୁଲୁ ଯାତ୍ରୀବାହୀ ମିନି ବସ।ଜଣେ ମୃତ ଓ ୨୦ ଜଣ ଯାତ୍ରୀ ଆହତ।ମୃତକ ଜଣଙ୍କ ଆଠମଲ୍ଲିକ ଅଂଚଳର ନାରାୟଣ ସ୍ବାଇଁ।ମିନି ବସ ଟି ଆଠମଲ୍ଲିକ ରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ହଠାତ…
Read More...

ସଦା ଅଘଟଣ ଆଶଙ୍କାରେ ତାଳଚେର ବାସିନ୍ଦାଙ୍କ ଜୀବନ, ଫୁଣି ମାଟି ଧସି ପଚାଶ ଫୁଟ ତଳକୁ ଖସିଲା କୂଅ

ଅନୁଗୁଳ ଜିଲ୍ଲାର ତାଳଚେର ସହର ମ୍ୟୁନିସିପାଳିଟି ର ତେର ନମ୍ବର ୱାର୍ଡ ର ବାବୁଲାଲ କଲୋନୀରେ ରହୁଥିବା ଅବତାର ସିଂହଙ୍କ ଘର ପଛରେ ଥିବା ଏକ ନିତ୍ୟ ବ୍ୟବହୃତ କୂଅ ହଠାତ ମଙ୍ଗଳବାର ରାତ୍ରି ପ୍ରାୟ ନଅ ଟା ସମୟରେ ଭୀଷଣ ଶବ୍ଦ ସହ ପ୍ରାୟ ପଚାଶ ଫୁଟ ଗଭୀରକୁ ଧସିଗଲା।ଉକ୍ତ ଅଞ୍ଚଳ ତଳେ ଦେଉଳବେଡା…
Read More...

ବର୍ଷାଋତୁ ଶେଷହେଲା, ବନ୍ୟା ଆରମ୍ଭ

ସମ୍ପ୍ରତି ଭୀଷଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଫଳରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଘୋର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।କିଛି ପଂଚାୟତ ଯଥା କଣ୍ଟିଆଣି, ଚଣାଗଡି ଆଦିକୁ ଯୋଗାଯୋଗ ବିଛିନ୍ନ…
Read More...

ଶାଶୁକୁ ଗାଁ ଦାଣ୍ଡରେ ଘୋଷାଡି ମାରିଲା ବହୁ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗେହ୍ଲେଇ କାଟେଣୀ ଗ୍ରାମ ରେ ଗତକାଲି ଅପରାହ୍ନରେ ଘଟିଥିବା ଶାଶୁ କୁ ବୋହୂର ଅକଥନୀୟ ନିର୍ଯାତନାର ଘଟଣା ଭାଇରାଲ୍।୮୨ବର୍ଷ ବୟସ ର ବୃଦ୍ଧା ଶାଶୁ କୁ ବୋହୂ ସବିତା ଅମାନବୀୟ ଭାବେ ଗାଁ ମଝି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ ମାରିବା ଓ ଅସଭ୍ୟ…
Read More...

ସରକାରୀ ବାବୁ ମାନଙ୍କୁ ବିନା ଅନୁମତିରେ କେନ୍ଦ୍ରାପଡା ଜିଲ୍ଲା ନ ଛାଡିବାକୁ ନିର୍ଦ୍ଦେଶ

ଚାକିରୀ କେନ୍ଦ୍ରାପଡାରେ ଆଉ1ରହଣି କଟକ ଆଉ ଭୂବନେଶ୍ୱରରେ । କେନ୍ଦ୍ରାପଡା ଜିଲ୍ଲାର ସରକାରୀ ବାବୁଙ୍କ ବାବୁଆଣିଙ୍କୁ ଜିଲ୍ଲାପାଳଙ୍କ ସତର୍କ ବାଣି । ଏଣିକି ଆଉ ଚଳିବନି ଏମିତି ଜିଲ୍ଲା ବାହାରେ ରହଣି । ଜିଲ୍ଲା ହେଡକ୍ଵାଟର ଛାଡି ବାହାରକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ ।…
Read More...

ବିକାର ମାନସିକତା, ପାଣିରେ ଫୋପାଡ଼ି ଦେଲେ ନବଜାତକ ଶିଶୁ କନ୍ୟାକୁ

ଅନୁଗୁଳ ଜିଲ୍ଲାରେ ଅଲୋଡା ହେଲା ଶିଶୁକନ୍ୟା ଓ ନବଜାତକକୁ ଫୋପାଡ଼ି ଦିଆଯାଇଛି ଏକ କେନାଲରେ ଓ ଏହି ପରି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ନାଲକୋ ନଗର ନିକଟରେ ଜଳସେଚନ ପାଇଁ ଯାଇଥିବା କେନାଲରେ ଯେଉଁଠି ଏକ ନବଜାତକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇ ପୋଲିସକୁ…
Read More...

ନାଲକୋ ଅଘଟଣ ରେ ଆହତ ଚାରି ରୁ ଦ୍ଵିତୀୟ ଶ୍ରମିକର ମୃତ୍ୟୁ ପରେ ଉତେଜନା

ଅନୁଗୋଳ ସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଗତ ୨୩ ତାରିଖରେ ନାଲକୋ କାଷ୍ଟ ହାଉସରେ ୪ ଜଣ ଶ୍ରମିକ ପୋଡି ହୋଇଥିଲେ ଓ ମିଥୁନ ନାଥ ପରେ ଆଜି ଦ୍ଵିତୀୟ ଶ୍ରମିକ ବେନ୍ତପୁର ଗ୍ରାମର ରଜନୀକାନ୍ତ ପରିଡାଙ୍କ ମୃତ୍ୟୁ…
Read More...

ସାପ କାମୁଡ଼ାରେ ପୁଅ ମୃତ ଓ ବାପା ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ପଂଚାୟତ କନ୍ତମେଘ ଗ୍ରାମରେ ଘରେ ସୋଇଥିବା ସମୟରେ ବାପ ଓ ପୁଅକୁ ସାପ କାମୁଡିଥିବାର ସୂଚନା ମିଳିଛି। ଗତ ରାତି ପ୍ରାୟ ୨ ଘଟିକା ସମୟରେ ବାପା ସୁକାନ୍ତ ଗଡନାୟକ( 45), ପୁଅ ଟୁକୁ ଗଡନାୟକ (12)କୁ ସାପ କାମୁଡି ଦେଇଥିଲା ଓ ଗୁରୁତର ଅବସ୍ଥାରେ…
Read More...

ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ ସହର ହୁଲୁରିସିଂହା ପୋଲ ନିକଟରେ ଦୁର୍ଘଟଣା। ଅନୁଗୁଳରୁ ରନ୍ତଲେଇ ଗ୍ରାମର ଦୁଖବନ୍ଧୁ ଦାସ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଓ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...