Webportal
Browsing Category

Current

ବାର ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦାବିପତ୍ର

ବାର ଦଫା ଦାବି ନେଇ ସୋମବାର ଦିନ ଏସ ୟୁ ସି ଆଇ ପକ୍ଷରୁ ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ହାତରେ ପ୍ଲାଗ କାର୍ଡ ଧରି କିଛି ଲୋକ ବିକ୍ଷୋଭ କରିଛନ୍ତି। ଦାବି ମଧ୍ୟରେ ମୁଖ୍ୟତଃ ବେତର ଗାଁକୁ ସବୁ ଦିନିଆ ରାସ୍ତା,ଲେମ୍ବୁତଇଳା ଠାରୁ କନ୍ଧକୋଇଲି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା, ଜରପଡା ଠାରେ…
Read More...

ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦାବିରେ ଆନ୍ଦୋଳନ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ପାଠ ପଢେଇବା ପାଇଁ ଘୋର ଶିକ୍ଷକ ଅଭାବ ଦେଖାଦେଇଛି ଯେଉଁଠି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ାଇବାକୁ ମାତ୍ର ଦୁଇ ଜଣ ଅଣ ବିଜ୍ଞାନ ଯୋଗ୍ୟତା…
Read More...

ମଦ ପିଇ ମୃତ୍ୟୁ ସନ୍ଦେହ

ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ମୃତ ସନ୍ଦେହ. ଘଟଣାରୁ ସ୍ପଷ୍ଟ ଯେ କିଶୋରନଗର ଥାନା ଅନ୍ତର୍ଗତ ଅଗପଡା ପଞ୍ଚୟତ ର ବୁଦୁଲିମୁଣ୍ଡା ବେଆଇନ ମଦ ଭାଟିରୁ ବିଷାକ୍ତ ମଦ ପିଇ ତୁରୁଡ଼ା ଗ୍ରାମର ଗଙ୍ଗାଧର ବେହେରା ମୃତ ସନ୍ଦେହ ଯିଏ ଗତ ଦୁଇ ଦିନ ରୁ ନିଖୋଜ ଥିଲେ ଓ ଆଜି…
Read More...

ଗାଧୋଇବା କୁ ଯାଇ ଯୁବକ ମୃତ

ଅନୁଗୁଳ ବ୍ଲକ ଅଙ୍ଗରବନ୍ଧ ପଞ୍ଚାୟତ ତେଲିସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଗୌରାଙ୍ଗ ସାହୁଙ୍କ ପଇଁତିରିଷ ବର୍ଷୀୟ ପୁଅ ଗୋପାଳ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ବଡ ବନ୍ଧକୁ ଗାଧୋଇବାକୁ ଯାଇଥିଲେ,କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ଗାଁର କିଛି ଲୋକ ଖୋଜାଖୋଜି…
Read More...

ଦୁଇ ଟ୍ରକ ମଧ୍ୟରେ ଧକ୍କା

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ବ୍ରାହ୍ମଣୀ ଦେବୀ ପିଢ ପାଖରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା। କୁଲାଡ଼ ପାର୍ଶ୍ୱରୁ ଆସୁଥିବା ହାଇବା (ଓ ଡି୧୯ପି୪୮୨୫) ପ୍ରଥମେ ରାସ୍ତା ପାର୍ଶ୍ୱରେ ଥିବା ଆମ୍ବ ଗଛ ଏବଂ ପରେ ରାସ୍ତା କଡରେ ଟ୍ରକକୁ ଧକ୍କା ଦେବା ଫଳରେ ଟ୍ରକ…
Read More...

ଅନୁଗୁଳ କୁ ଆସିଲେ ଅତ୍ୟନ୍ତ ଲୋକପ୍ରିୟ ଏସ୍ପି, ବଢ଼ିଲା ଜନତାଙ୍କ ଆଶା

ଆଜି ଅନୁଗୁଳ ର ନୂତନ ଏସ୍‌ପି ଭାବେ ୨୦୧୩ ବ୍ୟାଚର ଆଇପିଏସ୍‌ ଅଫିସର ଶ୍ରୀ ଜଗମୋହନ ମୀନା କାର୍ଯ୍ୟରେ ଯୋଗଦେଇଛନ୍ତି।ପ୍ରକାଶଯୋଗ୍ୟ ଯେ ଶ୍ରୀ ମିନା ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଯେଉଁଠାରୁ ବଦଳି ହୋଇ ଆସିବା ସମୟରେ ସ୍ଥାନୀୟ ଲୋକେ ଓ ଯବାନ…
Read More...

ପୁନର୍ବାର ସାଧାରଣ ଲୋକ ହାତୀ ଆକ୍ରମଣ ର ଶିକାର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ରେଂଜ ଗଡତରାଶ ଗ୍ରାମର ଭୀମ ପ୍ରଧାନ(୬୦) ଦନ୍ତା ହାତୀ ଅାକ୍ରମଣରେ ଅାହାତ। ତାଙ୍କ ଡାହାଣ ଗୋଡ ଅାଘାତ। ଭୀମ ପ୍ରତିଦିନ ପରି ଅାଜି ଭୋର ପ୍ରାୟ ୫ ଟା ସମୟରେ ଗାଁ ପାଖ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ପଛ ପାଖରୁ…
Read More...

ମହାବିଦ୍ୟାଳୟ ରେ ନିଶାନିବାରଣ ଆଲୋଚନା ଚକ୍ର

ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ଜରପଡାରେ ଅାଜି ଆମ ପରିବାର ଚକ୍ର ଓ ରାଜ ସଂସ୍କାର କମିଟି,ତୁକୁଡ଼ା ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନିଶା ନିବାରଣ ସଂକ୍ରାନ୍ତରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ…
Read More...

ଅସାଧୁ ଅଧିକାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

ଅନୁଗୁଳ ଜିଲ୍ଲାର ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଇନ୍ଦିରା ଆବାସ ଘର ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଛି । ସୋମବାର ଦିନ ଅନୁଗୁଳ ଭିଜିଲାନ୍ସ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା କରିଛନ୍ତି ।…
Read More...

ଢେଙ୍କାନାଳ ସାଂସଦଙ୍କ ଆନ୍ଦୋଳନ ଚେତାବନୀ, କାରଣ ଖରାପ ରାଜରାସ୍ତା ଏବଂ ନାଲକୋ ପାରିପାର୍ଶ୍ବିକ ଗ୍ରାମ ରାସ୍ତା

ଆଜି ଅନୁଗୁଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ରାଜପଥ ୫୫ ର ସମ୍ପ୍ରସାରଣ କାମରେ ଠିକାଦାରଙ୍କ ବିଳମ୍ବ ଯୋଗୁଁ ଖରାପ ରାସ୍ତାରେ ଟ୍ରାଫିକ ଓ ଦୁର୍ଘଟଣାରେ ପ୍ରାଣ ହାନି ସମସ୍ୟା ନିତିଦିନିଆ ହେଇଯାଇ ଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ।ତା ସହିତ ନବରତ୍ନ…
Read More...