ମଦ ନିଶାରେ ଘରକୁ ଫେରିବା ପାଇଁ ଚୋରି କଲେ ସରକାରୀ ବସ୍
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ କୌଣସି ଉପାୟ ନ ପାଇବାରୁ ଏକ ସରକାରୀ ବସ୍ ଚୋରି କରିଛନ୍ତି। ସରକାରୀ ବସ୍ ନିଖୋଜ ହେବା ପରେ ଯେତେବେଳେ ପୁଲିସ ଖୋଜାଖୋଜି ଆରମ୍ଭ କଲା, ସେତେବେଳେ ବସ୍ଟି…
Read More...
Read More...