Webportal
Browsing Category

Crime

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଶ୍ୱାସଘାତ କଲେ ଇଞ୍ଜିନିୟର ଏବଂ ଠିକାଦାର:୫ ଦିନ ପୂର୍ବରୁ ଉଦଘାଟିତ ହୋଇଥିବା…

ସାମାନ୍ୟ ବର୍ଷାରେ ଦବିଗଲା ବୁନ୍ଦେଲଖଣ୍ଡ ଏକ୍ସେପ୍ରେସ ୱେ। ୫ଦିନ ପୂର୍ବରୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନ ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଇତିହାସ ରଚିବ ଏବଂ ରାଜ୍ୟର ବିକାଶ ହେବା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ। ହେଲେ ଉଦଘାଟନ ହେବାର ପାଞ୍ଚ ଦିନ…
Read More...

ଡିଉଟି ନ ଥାଇ ବି ଗଲେ, ଡିଏସପିଙ୍କ ହତ୍ୟା ପଛରେ ଏସଏଚଓଙ୍କ ହାତ : ଅଭିଯୋଗ କଲେ ମୃତ ଡିଏସପିଙ୍କ ଭାଇ

ଗତକାଲି ହରିୟାଣାର ନୁହ ଜିଲ୍ଲାରେ ଖଣି ମାଫିଆଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଥିଲା। ଡିଏସପିଙ୍କୁ ଟ୍ରକ ଚଢ଼ାଇ ମାରିଦେଇଥିଲେ ଖଣି ମାଫିଆ। ବେଆଇନ ଖନନ ହେଉଥିବାର ସୂଚନା ପାଇ ଯାଞ୍ଚ ପାଇଁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ଖଣି ମାଫିଆମାନେ…
Read More...

ବକେୟା ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।…
Read More...

ସ୍କୁଲ୍‌ରେ ଆଶ୍ରୟ ଦେଇ ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଝୁମ୍ପାଣ ଅଞ୍ଚଳରେ ଗତକାଲି ବର୍ଷା ରାତିରେ ଘଟିଛି ଏକ ସ୍ପର୍ଶକାତର ଘଟଣା। ବର୍ଷା କାରଣରୁ ଝୁମ୍ପାଣ ପ୍ରାଥମିକ ସ୍କୁଲ‌ରେ ଆଶ୍ରୟ ନେଇଥିବା ନାବାଳକ ଭାଇ(୧୫)କୁ ଆକ୍ରମଣ କରିବା ସହ ନାବାଳିକା ଭଉଣୀ(୧୩)ଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରାଯାଇଛି।…
Read More...

ଓଡ଼ିଶାରେ ବଢ଼ୁଛି ମହିଳା ବିରୋଧୀ ଅପରାଧ

ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ବଢ଼ୁଥିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ       ପଟ୍ଟନାୟକଙ୍କର ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଜ୍ୟରେ ୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ…
Read More...

କାର୍‌ ଚଢ଼ାଇଦେଲେ ; ଶଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ବର୍ତ୍ତିଲେ ଶ୍ୱଶୁର ଓ ପଥଚାରୀ

ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ନିଜ ଶଳା ଓ ଶ୍ବଶୁରଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଓକିଲ। ଶଳା ଗୁରୁତର ଆହତ ହୋଇଥିବା ବେଳେ ଶ୍ବଶୁର ଓ କେତେଜଣ ପଥଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ କାର୍‌ ଧକ୍କାରେ ସମ୍ବଲପୁର ଏସ୍‌ପିଙ୍କ ବାସଭବନର ପାଚେରି…
Read More...

୧୦ ବର୍ଷ ପରେ ୨୦ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୨ ମସିହାରେ କଣାସ ବ୍ଲକ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁରେ ଥିବା ଏକ ସରକାରୀ ଜମିରେ ଥିବା ଚାକୁଣ୍ଡା ଗଛ କଟାକୁ କେନ୍ଦ୍ର କରି ବହୁଚର୍ଚ୍ଚିତ ମାନସ ବଳିଆରସିଂହ ହତ୍ୟାକାଣ୍ଡ ଘଟିଯାଇଥିଲା। ଏହି ହତ୍ୟାକାଣ୍ଡରେ ଏହି ଗାଁର ପ୍ରାୟ ୨୨ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ତେବେ ଏହି…
Read More...

ସ୍ତ୍ରୀକୁ କମେଣ୍ଟ ମାରିବାରୁ ୩ ସହକର୍ମୀଙ୍କୁ ହତ୍ୟା

ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ସିକିମ୍ ପୁଲିସ ୩ ଜଣ ସହକର୍ମୀଙ୍କୁ ସୋମବାର ଗୁଳି କରି ହତ୍ୟା କରିଛି। ସହକର୍ମୀମାନଙ୍କର ଦୋଷ ହେଲା ସେମାନେ ଉକ୍ତ ପୁଲିସର ସ୍ତ୍ରୀକୁ କୁଆଡ଼େ ଅଶାଳୀନ କମେଣ୍ଟ ମାରିଥିଲେ। ଅଭିଯୁକ୍ତ ପ୍ରବୀଣ ରାୟକୁ ଗିରଫ କରାଯାଇଛି। ଭାରତୀୟ ରିଜର୍ଭ ବାଟାଲିୟନର ଅଂଶ ଭାବେ…
Read More...

NEET-UG 2022: ପରୀକ୍ଷା ପୂର୍ବରୁ ଅନ୍ତବସ୍ତ୍ର ଖୋଲିଲେ ଶତାଧିକ ଛାତ୍ରୀ, ମାଲପ୍ରାକ୍ଟିସ୍ ଅଭିଯୋଗରେ ୮କୁ ବାନ୍ଧିଲା…

ଦୁଇ ଦିନ ପୂର୍ବେ ସାରା ଦେଶରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଆୟୋଜନ କରାଯାଇଛି। ପରୀକ୍ଷା ଦେବା ପାଇଁ ଅନେକ ନୀତି ଏବଂ ନିୟମ ସ୍ଥିର କରାଯାଇଥିଲା। କିନ୍ତୁ ଅନେକ ସ୍ଥାନରେ ନିୟମ ପାଳନ ନାମରେ ଅସଦାଚରଣ ଏବଂ ଅବାଧ୍ୟତା କରାଯାଇଛି। କେରଳର କୋଲାମ ଜିଲ୍ଲାରେ ପରୀକ୍ଷା ଦେବାକୁ ଆସିଥିବା…
Read More...

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ…
Read More...