ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%
ମହିଳାଙ୍କ ବିରୋଧରେ ଅପରାଧ ମାମଲା ଓ ଏନେଇ ଦଣ୍ଡ ବିଧାନ ହାର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%।
ଏନସିଆରବି ରିପୋର୍ଟ-୨୦୨୧ ଅନୁଯାୟୀ ମିଜୋରାମରେ ଦଣ୍ଡ ବିଧାନ ହାର ସର୍ବାଧିକ ୮୧.୮% ଥିବା ବେଳେ…
Read More...
Read More...