କଂଗ୍ରେସ ପକ୍ଷରୁ ଅନୁଗୁଳ ସହର ବନ୍ଦ ଡାକରା
ଆଜି ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଂଜ୍ଞପ୍ତି ଜାରିକରି ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଥିବା ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି ଯେ ଜିଲ୍ଲା କଂଗ୍ରେସ କମିଟି କରୋନା ମହାମାରୀ ବ୍ୟାପିବାରୁ ରୋକିବା…
Read More...
Read More...