ଅନୁଗୁଳ ବିଧାନସଭା ନିର୍ବାଚନ ୨୦୨୪; ବିଜେଡି ଟିକେଟ ପାଇଁ ଅନେକ ଆଶାୟୀ
୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଚଳଚଞ୍ଚଲ ହୋଇପଡିଛି ଅନୁଗୁଳ ରାଜନୀତି। ତା ସହିତ ମଧ୍ୟ ଚଳଚଞ୍ଚଳ ହୋଇପଡିଛନ୍ତି ଶାସକ ଦଳ ବିଜେଡିର ଆଶାୟୀ ପ୍ରାର୍ଥୀମାନେ।
ସଂପ୍ରତି ଏଠାରୁ ବିଗତ ଚାରୋଟି ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଜିତି ଆସୁଥିବା ରଜନୀକାନ୍ତ ସିଂହ ଏଥର ତାଙ୍କର ଟିକେଟ…
Read More...
Read More...