ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ଦୁଇ ଗିରଫ
ଅନୁଗୁଳ ଅବକାରୀ ବିଭାଗ ଆଜି ମିଳିଛି ବଡ ଧରଣର ସଫଳତା। ସୂଚନା ଯେ, ଫୁଲବାଣୀ ଅଞ୍ଚଳ ରୁ ଏକ ମାରୁତି ସୁଜୁକି କାର ରେ ଗଞ୍ଜେଇ ଯାଉଥିବା ଖବର୍ ଅବକାରୀ ବିଭାଗ ପାଇଥିଲା। ଅବକାରୀ ବିଭାଗ ପଞ୍ଚମହଲା ଠାରେ ଯାଞ୍ଚ କରୁଥିବା ବେଳେ ଏକ ମାରୁତି ସୁଜୁକି କାର ରେ ପ୍ରାୟ ୧୦୦ କେଜି ରୁ ଅଧିକ ଗଞ୍ଜେଇ…
Read More...
Read More...