Webportal
Browsing Category

Angul District

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି, ଧାନ ସଂଗ୍ରହରେ ଅବ୍ୟବସ୍ଥା

ଶନିବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ…
Read More...

ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ

ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ।ଅନୁଗୁଳ ବଉଳିଗଡ଼ ନିକଟରେ ଆଜି ସନ୍ଧ୍ୟାରେ ଅଘଟଣ ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଛି। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଛି। ସୂଚନା ମୁତାବକ ବଉଳିଗଡ -ଆମନା ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ…
Read More...

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ। ଅନୁଗୁଳ ବନାଞ୍ଚଳ ସାହାରାଗୋଡା ସୁନାଭୁଇଁ ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସୁମନ୍ତ ବେହେରାଙ୍କ ସ୍ତ୍ରୀ ଝିଲି ବେହେରା (୩୫) । ମହିଳା ଜଣଙ୍କ କୂଅକୁ ପାଣି ପାଇଁ ଯାଉଥିବା ବେଳେ ଦନ୍ତା…
Read More...

ସାପ କାମୁଡ଼ି ଦେବାରୁ ସାପକୁ ଧରି ମେଡିକାଲରେ ଯୁବକ

ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମରେ ଗୋଖର ସାପକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆସି  ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, କାଳିଆକଟା ଗ୍ରାମର ବାବୁଲା ଭୋଇ (୨୭) ଆଜି ତାଙ୍କ ପିଇସା ଘରେ ଗୋଖର ସାପ ଥିବାରୁ ସାପକୁ…
Read More...

ଜାଲରେ ପଡିଲା ବିରଳ ପ୍ରଜାତି ର ମାଛ

ଜାଲ ରେ ପଡ଼ିଲା ବିରଳ ମାଛ , ଯାହାର ଓଜନ ପାଖାପାଖି ୭୦ କେଜି ରୁ ଅଧିକ ହେବ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ସମଲ ବ୍ୟାରେଜ୍ ନିକଟରେ। ସୂଚନା ମୁତାବକ ବ୍ରାହ୍ମଣୀ ନଦୀ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ରୁ ରେଙ୍ଗାଲି ଜଳଭଣ୍ଡାର ରୁ ୩ ଟି ଗେଟ୍…
Read More...

କାର୍ଗିଲ ବିଜୟ ଦିବସ ପାଳନ

ୟୁବା ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଓ ମେରା ୟୁବା ଭାରତ ଅନୁଗୁଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ସ୍କୁଲ ପରିସର ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନାଲକୋ ସି ଆଇ ଏସ ଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ଶ୍ରୀ ସିଦ୍ଧାନ୍ତ…
Read More...

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା।ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ।ଅନୁଗୁଳ ସ୍ଥିତ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ବାରମ୍ଵାର ଅଭିଯୋଗ ହେଉଥିଲେ ମଧ୍ୟ ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି ନା ଜିନ୍ଦଲ ଟିକିଏ ବି ସୁଧୁରୁଛି। ଆମ…
Read More...

ଅନୁଗୁଳ ରେ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଆଶାବାଦୀ

ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନୁଗୁଳ ସହର ର କଳାକେନ୍ଦ୍ର ଠାରେ ଆସନ୍ତା ୨୩ ଫେବୃଆରୀ ରବିବାର ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ଏହି ଶିବିରରେ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଠିକାଦାର ସଙ୍ଘ ଆଶା ରଖିଛି। ଏଥିପାଇଁ ସମାଜର ସମସ୍ତ ବର୍ଗଙ୍କ ସହାୟତା ନିବେଦନ…
Read More...

ପାଲଲହଡ଼ା ରେ ପଟାସ ସାର କୁ ଲୁଣ ଭାବି ଖାଇ ପାଞ୍ଚ ଶିଶୁ ଗୁରୁତ୍ତର

ପଟାସ ସାର କୂ ଲୁଣ ଭାବି ଖାଈ ଗୋଟିଏ ଗ୍ରାମର ପାଞ୍ଚ ଜଣ ଶିଶୁ ଗୁରୁତ୍ତର ହୋଇ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନା ଅନୁଯାଇ ରବିବାର ଅପରାହ୍ନ ୧.୩୦ ମିନିଟ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ପାଲଲହଡ଼ା ସୀମାନ୍ତ ସରୁଆଳୀ ପଞ୍ଚାୟତ…
Read More...

ପୋଲିସକୁ ଚ୍ୟାଲେଞ୍ଜ : ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ

ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ଯୁବକ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ କଟକ ଅଞ୍ଚଳର ଗଙ୍ଗାଧର ସେଠି ବୋଲି ଜଣା ପଡିଛି। ଗଙ୍ଗାଧର…
Read More...