Webportal
Browsing Category

Angul District

ଅନୁଗୁଳରେ ଜିଲ୍ଲା ସ୍ତରୀୟ ‘ଆର୍ଟ ଅଫ୍ ଗିଭିଂ ଦିବସ’ ଉତ୍ସାହର ସହ ପାଳିତ|

ଅନୁଗୁଳ ରେ ଜିଲ୍ଲା ସ୍ତରରେ ‘ଆର୍ଟ ଅଫ୍ ଗିଭିଂ ଦିବସ’ ମୁନିସିପାଲିଟି ଟାଉନ ହଲ ପରିସରରେ ପାଳିତ ହୋଇଯାଇଛି। ସମାଜରେ ପରସ୍ପର ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଓ ସମାଜସେବୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ସାନ୍ତରାପୂର୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ବ୍ୟକ୍ତି ଜଣକ ମୁଣ୍ଡା ସାହି ର ଅନିଲ ବୋଲି ସୂଚନା l ବାପ ଝିଅ ଅନୁଗୁଳ ଯାଉଥିବା ସମୟରେ ଏକ ସ୍କର୍ପିଓ ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିବା…
Read More...

ଡ୍ରାଗନ ଦୋଳି ଖସି ୪ ଆହତ ;୩ ଗୁରୁତର

ଡ୍ରାଗନ ଦୋଳି ଖସି ୩ ଗୁରୁତର ଆହତ, ଜଣେ ସାମାନ୍ୟ ଆହତ।ହିଙ୍ଗୁଳା ଯାତ୍ରା ରେ ଅଘଟଣ। ଡ୍ରାଗନ ଦୋଳି ଖସି ୩ ଗୁରୁତର ଆହତ ଜଣେ ସାମାନ୍ୟ ଆହତ। ତାଳଚେର ରେ ଚାଲୁଥିବା ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ରେ ଆଜି ରବିବାର ସନ୍ଧ୍ୟା ରେ ପ୍ରଚୁର ଭିଡ଼ ଜମିଥିବା ବେଳେ ଦୋଳି ଗୁଡ଼ିକର ମଜା ମଧ୍ୟ…
Read More...

ଗଛରେ ଥିଲା ଦେଶୀ ବନ୍ଧୁକ ; ଜବତ କଲା ବନ ବିଭାଗ

୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧.୪୫ ସମୟରେ, ବିଶ୍ୱସ୍ତ ସୂଚନା ଆଧାରରେ କଣିହା ରେଞ୍ଜରେ ଏକ ଚଢାଉ କରାଯାଇଥିଲା। କଣିହା ରେଞ୍ଜର କଣିହା-୨ ସେକ୍ସନର ଲୋଧାଝରୀ ବିଟ୍ ଅଞ୍ଚଳ ଅନ୍ତର୍ଗତ ବଳରାମପୁର ଗ୍ରାମର ଖେଳ ପଡ଼ିଆ ନିକଟରେ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଥିଲା।ରେଞ୍ଜ ଅଧିକାରୀଙ୍କ…
Read More...

ବୋମା ବନ୍ଧୁକ ଆଦି ଜବତ

ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗ୍ରାମରୁ ୮ଟି ହାତ ବୋମା,୨ଟି ଦେଶୀ ବନ୍ଧୁକ,୬୨ଟି ଛୋଟ ଗୁଳି ଜବତ। କିଛି ସୀସା ଆଉ ପଟାସ ଭଳି ବିସ୍ଫୋରକ ସାମଗ୍ରୀ ବି ଜବତ ହୋଇଛି।ଏହି ଘଟଣାରେ ଜଣକୁ ଗିରଫ କରିଛି ବନ ବିଭାଗ। ଗିରଫ ଜଣକ ହେଲେ ଦୁର୍ଗାପୁର ଗାଁର ଦିଲ୍ଲୀପ ନାୟକ। ଶିକାର ଉଦେଶ୍ୟରେ ଏହି ସାମଗ୍ରୀ…
Read More...

ଭିଜିଲାନ୍ସ ଜାଲରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ

ଭିଜିଲାନ୍ସ ଜାଲରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ। ୪୯୦୦୦ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ ଅନୁଗୁଳ ଜିଲା କଣିହାଁ chc ର ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ phc ଓ chc re କାର୍ଯ୍ୟରତ ଥିବା ଡାକ୍ତର ମାନଙ୍କ ର insentive ରିଲିଜ୍…
Read More...

ପ୍ରେମ ନିବେଦନ କରି ବିଫଳ ହେବାରୁ ଜଘନ୍ୟ ହତ୍ୟା; ପ୍ରକାର ପ୍ରକାରର ବ୍ୟକ୍ତିଙ୍କୁ ଘରକୁ ପଶିବାକୁ ଦେଉଥିବା ଆଧୁନିକ…

ଅପରାଧୀ ଡାଳେ ଡାଳେ ତ ରାହୁଲଙ୍କ ଟିମ ପତ୍ରେ ପତ୍ରେ।ପ୍ରେମ ନିବେଦନ କରି ବିଫଳ ହେବାରୁ ଜଘନ୍ୟ ହତ୍ୟା; ପ୍ରକାର ପ୍ରକାରର ବ୍ୟକ୍ତିଙ୍କୁ ଘରକୁ ପଶିବାକୁ ଦେଉଥିବା ଆଧୁନିକ ମହିଳାଙ୍କ ପାଇଁ ସତର୍କ ଘଣ୍ଟି।ଦାୟିତ୍ବ ନେଉ ନେଉ ନମିତା ନାୟକଙ୍କ ବଡ ସଫଳତା।ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ…
Read More...

ବୋମା ଖାଇ ଗୁରୁତର ହାତୀ

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀ ଠାବ ଘଟଣା... ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ କୁମାର ସିଂହଙ୍କ ସୂଚନା... ବୋମା ଖାଈ ଗୁରୁତର ଆହତ ହୋଇଛି ଅଣ୍ଡିରା ହାତୀ। ପ୍ରାୟ ୫-୬ ଦିନ ତଳୁ ହାତୀଟି ବୋମା ଖାଇଥିବା ସନ୍ଦେହ। ହାତୀର ପାଟିରେ…
Read More...

ମକର ଯାତ୍ରା ଦେଖି ଫେରୁ ଥିବା ବେଳେ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ କରମଙ୍ଗା ସାହି ଠାରେ ବାଇକ୍ ଦୁର୍ଘଟଣା । ଜଣେ ମୃତ, ଦୁଇ ଗୁରୁତର। ମୃତ ଜଣଙ୍କ ହେଲେ ସୁଶ୍ରୀପାଳେ ଗ୍ରାମର ବସନ୍ତ ନାଏକ (୨୪) ସୂଚନା ଯେ, ଆଜି ମକର ଯାତ୍ରା ଥିବାରୁ ବାଇକ୍ ଯୋଗେ ସୁଶ୍ରୀପାଳେ ଗ୍ରାମରୁ ତିନି ଜଣ ସାଙ୍ଗ ହୋଇ ମନ୍ଦିର…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ (୭୦)। ସୂଚନା ଯେ, ଆଜି ସକାଳୁ ଇଛା ଘରୁ ବାହାରି ଶୌଚ ପାଇଁ ଯିବା ବେଳେ ହାତୀ ଆକ୍ରମଣ କରିଥିଲା। ଇଛା ଙ୍କ ଚିତ୍କାର…
Read More...