Webportal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

0 144

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ସାନ୍ତରାପୂର୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ବ୍ୟକ୍ତି ଜଣକ ମୁଣ୍ଡା ସାହି ର ଅନିଲ ବୋଲି ସୂଚନା l ବାପ ଝିଅ ଅନୁଗୁଳ ଯାଉଥିବା ସମୟରେ ଏକ ସ୍କର୍ପିଓ ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିବା ଜଣାପଡୁଛି।କିନ୍ତୁ ସୌଭାଗ୍ୟ ବଶତଃ ତାଙ୍କ କୁନି ଝିଅ ଟି ର କୌଣସି କ୍ଷତି ହୋଇନାହିଁ।

Leave A Reply

Your email address will not be published.