Webportal

ମଦ୍ୟପ ଚାଳକ ସାବଧାନ, ଅନୁଗୁଳ ପୋଲିସ ଗିରଫ କଲା ଛଅ ମଦ୍ୟପ ଚାଳକ

0 3,200

ଆଜି ରାସ୍ତା ରେ ଘଟୁଥିବା ଦୁର୍ଘଟଣା ରୋକିବା ଉଦ୍ଧେଶ୍ୟରେ ଅନୁଗୁଳ ପୋଲିସ ପକ୍ଷରୁ ମଦ୍ୟପାନ ଜନିତ ଗାଡି ଚାଳନା ଉପରେ ନିୟନ୍ତ୍ରଣ କରିବା ପାଇଁ ତିନି ଜଣ ଏସ ଆଇ ଙ୍କ ନେତୃତ୍ୱରେ ଏକ ଟିମ ଗାଡି ମୋଟର ଯାଞ୍ଚ କରିଥିଲେ।ଏହି ସମୟରେ ମଦ୍ୟପାନ କରି ଗାଡିଚାଳନା କରୁଥିବା ଛଅ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିବା ସହ ଜବତ ପାଞ୍ଚଟି ବାଇକ ଓ ଗୋଟେ କାରକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି।ଗିରଫ ମାନଙ୍କ ମଧ୍ୟରେ ଜଣେ ତାଳଚେର ଘଂଟପଡା,ଜଣେ ଉତ୍ତରପ୍ରଦେଶ ଏବଂ ଚାରିଜଣ ଅନୁଗୁଳ ଓ ଆଖପାଖ ଅଞ୍ଚଳର ଅଟନ୍ତି।

Leave A Reply

Your email address will not be published.