Webportal

୨୧ ଦିନ ପାଇଁ ସାରା ଭାରତ ଲକ ଡାଉନ

0 320

ବର୍ତ୍ତମାନ ଏକ ଅଦ୍ଭୂତପୂର୍ବ ଐତିହାସିକ ନିର୍ଣ୍ଣୟ ରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ସାରା ଦେଶରେ ସଂପୂର୍ଣ୍ଣ ଲକ ଡାଉନ ଘୋଷଣା କରିଛନ୍ତି।ଏହା ଆଜି ରାତି ୧୨ ଟାରୁ ଅପ୍ରେଲ ୧୪ ତାରିଖ ରାତି ୧୨ଟା ଯାଏଁ ବଳବତ୍ତର ରହିବ।ଏହାକୁ କର୍ଫ୍ୟୁ ଭାବେ ଧରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।ଘର ବାହାରକୁ ବାହାରିବାକୁ ପୁରାପୁରି ମନା କରାଯାଇଛି।ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ସରକାର ବିଶେଷ ଧ୍ୟାନ ଦେବେ।

Leave A Reply

Your email address will not be published.