Webportal

୧୭ ଯାଏ ବଢ଼ିଲା ଚାଷୀ ପଞ୍ଜିକରଣ ସମୟସୀମା

0 241

ଖରିଫ ଋତୁରେ ଚାଷୀ ପଞ୍ଜିକରଣ ସମୟସୀମାକୁ ବୃଦ୍ଧି କରାଯାଇଛି, ଯାହା ଫଳରେ ୧୭ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରାଯିବ।ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିସାରିଲେଣି।ଅନ୍ୟ ପକ୍ଷରେ ସମବାୟ ବିଭାଗରେ ଗତକାଲି ୫୨ ଜଣ ଅଡିଟିରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସମସ୍ତ ସୂଚନା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଛନ୍ତି।

Leave A Reply

Your email address will not be published.