Webportal

ହାତୀ ଉପଦ୍ରବ

0 337

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ପଂଚାୟତରେ ଆଜି ହାତୀ ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି,ସେମାନେ ପଂଚାୟତ ର ବିଭିନ୍ନ ଗାଁ ରେ ପଶି ଧାନ, ମୁଗ, ବିରି ଓ ବାଦାମ ଆଦି ଫସଲ ନଷ୍ଟ କରିଛନ୍ତି। ମୌସୁମୀ ବିଳମ୍ବ ନେଇ ଚାଷୀମାନେ ହତାଶ ହୋଇ ଅଛନ୍ତି ଓ ଆଜିର ହାତୀ ଆତଙ୍କ ଫଳରେ ସେମାନଙ୍କ ମୁଣ୍ଡରେ ଯେମିତି ଚଡକ ପଡ଼ି ଯାଇଛି। ହାତୀ ମାନେ ଗାଁ ମୁହାଁ ହୋଇ ବିଭିନ୍ନ ଫସଲ ନଷ୍ଟ କରିବାକୁ ଲାଗିଛନ୍ତି, ଯାହା ଚାଷୀ ମାନଙ୍କ ମନରେ ଦୁଃଖ ଭରି ଦେଇଛି। ଏବେ ଫସଲ ନଷ୍ଟର ତଦନ୍ତ ଓ କ୍ଷତିପୂରଣ ପାଇଁ ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.