Webportal

ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହେଲା ଟେଲି ମେଡ଼ିସିନ ଦେୟମୁକ୍ତ ନମ୍ବର ୧୪୪୧୦

0 229

ରାଜ୍ୟ ସରକାର ଆଜି ଟେଲି ମେଡ଼ିସିନ ହେଲ୍ପ ଲାଇନ ନମ୍ବର ୧୪୪୧୦ ର ଶୁଭାରମ୍ଭ କରି ଏହାକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।କରୋନା ଭୁତାଣୁ ର ଲକ୍ଷ୍ୟ ଦେଖାଗଲେ ଲୋକେ ଏହି ନିଶୁଳ୍କ ନମ୍ବରରେ ଯୋଗାଯୋଗ କରି ମାଗଣା ଚିକିତ୍ସା ସେବା ପାଇ ପାରିବେ।ଏହି ଜନହିତକର କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେ ଯୋଗଦାନ କରିବା ନିମନ୍ତେ ସରକାର ରାଜ୍ୟର ଡାକ୍ତର ମାନଙ୍କୁ ଆହ୍ୱାନ ଦେଇଛନ୍ତି।ସହଯୋଗ କରିବାକୁ ଡାକ୍ତର ମାନେ ୦୮୦୪୭୧୯୨୨୧୯ ରେ1ନିଜ ନାମ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।ଆଜି ଭିଡିଓ କନଫରେସିଙ୍ଗ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବିଷୟରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.