Webportal

ପରଲୋକରେ ଲୋକପ୍ରିୟ ଓଡ଼ିଆ ଆଲବମ ଅଭିନେତ୍ରୀ ଦୀପା ସାହୁ

0 283

ପରଲୋକରେ ଲୋକପ୍ରିୟ ଓଡ଼ିଆ ଆଲବମ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ।
ଶତାଧିକ ଆଲବମରେ ଅଭିନୟ କରି ସେ ଚର୍ଚ୍ଚିତ ଥିଲେ।

Leave A Reply

Your email address will not be published.