Webportal

ଜୁନ ୨୩ରେ ପବିତ୍ର ରଥଯାତ୍ରା:ରଥକାଠ ପାଇଁ ଗଛକଟା ଅନୁକୂଳ

0 296

ଜୁନ ତେଇଶ ତାରିଖରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା।ତେବେ ଚଳିତ ବର୍ଷ ପହଣ୍ଡି ସିହଂଦ୍ୱାର କି ରଥଖଳା ପର୍ଯ୍ୟନ୍ତ ହେବ ତାକୁ ନେଇ ଭକ୍ତମାନେ ସନ୍ଦିହାନରେ ଅଛନ୍ତି।ଗତ ଛଅ ତାରିଖରେ ରଥଯାତ୍ରା ପାଇଁ ପ୍ରଥମ ଘଣ୍ଟ ବାଜିଛି ଓ ରଥକାଠ ଚିହ୍ନଟ ଓ ଗଛକଟା ଅନୁକୂଳ ପାଇଁ ଚାରିଜାଣିଆ ଟିମ ନୟାଗଡ଼ ଗସ୍ତରେ ଯାଇଛନ୍ତି ଯେଉଁଠି ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରି ଜଙ୍ଗଲ ଭିତରେ ରଥକାଠ ପାଇଁ ଗଛକଟା ଅନୁକୂଳ ଆରମ୍ଭ ହୋଇଛି।ଗଛ କାଟିବା ପରେ ପ୍ରଥମ ରଥକାଠ ନୟାଗଡ଼ ରୁ1ଟ୍ରକ ଯୋଗେ ଘଣ୍ଟ ବଜାଇ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବ।

Leave A Reply

Your email address will not be published.