Webportal

ଗାଧୋଇବା କୁ ଯାଇ ଯୁବକ ମୃତ

0 238

ଅନୁଗୁଳ ବ୍ଲକ ଅଙ୍ଗରବନ୍ଧ ପଞ୍ଚାୟତ ତେଲିସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଗୌରାଙ୍ଗ ସାହୁଙ୍କ ପଇଁତିରିଷ ବର୍ଷୀୟ ପୁଅ ଗୋପାଳ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ବଡ ବନ୍ଧକୁ ଗାଧୋଇବାକୁ ଯାଇଥିଲେ,କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ଗାଁର କିଛି ଲୋକ ଖୋଜାଖୋଜି କରିଥିଲେ ଏବଂ ଗୋପାଳ ବନ୍ଧ ଭିତରେ ଭାସୁଥିବାର ଦେଖି ସେଠାରୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଯେଉଁଠି ଡାକ୍ତର ଗୋପାଳଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.