କୋଇଲା ଖଣି ଅଘଟଣ ର ତୃତୀୟ ଦିନରେ ଆଉ ଏକ ଶବ ଉଦ୍ଧାର Breaking By MEDIA INDIA News On Jul 26, 2019 0 290 Share ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମ ସି ଏଲ ଭରତପୁର କୋଇଲା ଖଣି ରେ ମାଟି ଖସି ହୋଇଥବା ଦୁର୍ଘଟଣାର ଆଜି ତୃତୀୟ ଦିନରେ ଆଉ ଜନଙ୍କ ଶବ ଉଦ୍ଧାର କରାଯାଇଛି ଯାହାକୁ ମିଶାଇ ସମୁଦାୟ ଦୁଇଟି ଶବ ଉଦ୍ଧାର କରାଗଲା।ଆହୁରି ମଧ୍ୟ କିଛି ଶବ ଫସି ରହିଥିବା କୁ ଦୃଷ୍ଟି ରେ ରଖି ଉଦ୍ଧାର କାର୍ଯ୍ୟ ଚାଲିଛି। 0 290 Share FacebookTwitterGoogle+ReddItWhatsAppPinterestEmail