Webportal

କଲରପତରିଆ ବାଘର ମୃତ୍ୟୁ

0 189

ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ବନାଞ୍ଚଳ ର ହରିଡାପଶି ସଂରକ୍ଷିତ ଜଙ୍ଗଲରେ ଗତ ଦୁଇଦିନ ତଳେ ଗୋଟିଏ କଲରପତାରିଆ ବାଘର ମୃତ୍ୟୁ ଘଟିଥିଲ ଯାହାକୁ ଲୁଚାଇବାକୁ ଯାଇ ବନ ବିଭାଗ ପଡ଼ିଲା ହରଡ଼ଘଣାରେ।ସ୍ଥାନୀୟ ଅଞ୍ଚଳରେ ଘଟଣା ପ୍ରକାଶ ପାଇବାପରେ ବନ ବିଭାଗ ଆଜି ସକାଳୁ ବାଘ ଟିକୁ ତିଗିରିଆ ବନପାଳ କାର୍ଯ୍ୟାଳୟ କୁ ଆଣି ତାଲା ପକାଇ ରଖିଥିଲା ଓ ଗଣମାଧ୍ୟମ କୁ ମଧ୍ୟଦୁରେଇ ରଖିଥିଲେ ବନବିଭାଗ। ଅପରାହ୍ନରେ କଞ୍ଜରଭେଟର ଅନୁଗୁଳ, ଡ଼ିଏଫଓ ଆଠଗଡ଼, ରେଞ୍ଜର ଆଠଗଡ଼ ପହଞ୍ଚିବା ପରେ ପ୍ରାଣୀ ଚିକିତ୍ସକ ସୁଶାନ୍ତ ବେହେରାଙ୍କ ଦ୍ୱାରା ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ କେମିତି ବାଘଟି ମଲା , ଓ କିଏ ମାରିଲା, ତାର ଜବାବ ବିଭାଗ ପାଖରେ ନଥିଲା ବେଳେ ବାଘଟି ର ବୟସ ୩ ରୁ ୪ବର୍ଷ ଏବଂ ଏହା ଗୋଟିଏ ମାଈ କଲରା ପତିରିଆ ବାଘ ବୋଲି ପ୍ରାଣୀ ସଚିକିତ୍ସ ଙ୍କ ଠାରୁ ପ୍ରକାଶ।

Leave A Reply

Your email address will not be published.