Webportal

ଆଜିର ଅନୁଗୁଳ ଜିଲ୍ଲାର କରୋନା ସମ୍ପର୍କିତ କିଛି ସୂଚନା

0 248

ଅନୁଗୁଳ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ ଓ ଆବଶ୍ୟକ ସୂଚନା ତଳେ ଦିଆଗଲା।

ଆଜି ଜିଲ୍ଲାର ୧୬୪ ଟି ଗ୍ରାମ ପଞ୍ଚାୟତ ଓ ୫୫ ଟି ୱାର୍ଡ ରେ ୬୩୯୦ ଜଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଛି।

ଆଜିସୁଧା ଜିଲ୍ଲାର ୧୦୨୮୩୫ ହିତାଧିକାରୀଙ୍କୁ ପିଡ଼ିଏସ ସଂଗ୍ରାମ ବଣ୍ଟନ କରାଯାଇଛି।

ତାଳଚେର ମେଡିକାଲ କଲେଜରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ବା କରୋନା ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରିବା କାର୍ଯ୍ୟ ଚାଲିଛି।

୨୪୭ ଜଣ ଉଠାଦୋକାନୀ ମାନଙ୍କୁ ୩୦୦୦ ଟଙ୍କାର ସହାୟତା ଆଜି ପର୍ଯ୍ୟନ୍ତ ଦିଆଯାଇଛି।

Leave A Reply

Your email address will not be published.