Webportal

ଅଘଟଣ ରୁ ବଞ୍ଚିଗଲା ଚାରିଚାକିଆ ଯାନ

ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ରକ୍ଷା କଲା ଧନ ଜୀବନ

0 223

ଆଜି ଦିନ ପ୍ରାୟ ୧୧.୪୫ ମିନିଟ ରେ ଆଠମଲ୍ଲିକ ଅଂଚଳର ଗାଡି ନମ୍ବର ଓଡି ୧୯ ଡି ୫୮୬୩ ଚଳାଇ ଡ୍ରାଇଭର ସୁଦର୍ଶନ ଦେହୁରୀ ଅନୁଗୁଳ ର ହୁଲୁରିସିଂହା ରୁ ଆଠମଲ୍ଲିକ ଫେରୁ ଥିବା ସମୟରେ ପଂଚମହଲା ଠାରେ ହଠାତ ଗାଡି ରେ ସଟ ସର୍କିଟ ହୋଇ ଯିବାରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ତାହା ଦେଖି ପଂଚମହଲା ନିବାସୀ ଦେବଦତ୍ତ ମିଶ୍ର ତୁରନ୍ତ ସ୍ଥାନୀୟ ଦୋକାନୀ ମାନଙ୍କ ସହାୟତାରେ ପାଣି ଢାଳି ନିଆଁ ଲିଭାଇ ଦେବାରୁ ଡ୍ରାଇଭର ଓ ଗାଡି ଏକ ବଡ ଅଘଟଣ ରୁ ବର୍ତୀ ଯାଇଥିଲେ।

Leave A Reply

Your email address will not be published.