Webportal
Browsing Category

State

ଟାଟା ପାୱାର ରେ ସେସୁ ଅଧିନସ୍ତ ସମସ୍ତ ଶ୍ରମିକ କାର୍ଯ୍ୟ କରିବେ

ସେସୁ ଅଧୀନରେ କାର୍ୟରତ ସମସ୍ତ ନିୟମିତ ଓ ଠିକାଶ୍ରମିକ ଟାଟା ପାୱାର ଅଧୀନରେ କାର୍ୟ୍ୟ କରିବା ସୁଯୋଗ ପାଇବେ। ସେମାନଙ୍କ ପାଇଁ ଥିବା ଚାକିରି ସର୍ତ୍ତାବଳୀ, ପଦୋନ୍ନତି ଓ ପେନସନ ଆଦି କାର୍ୟ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ସହିତ ଟାଟା ପାୱାର କରିଥିବା ଚୁକ୍ତିନାମାରେ ମଧ୍ୟ ଏହା ଉଲ୍ଲେଖ…
Read More...

ଆରପାରିରେ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

୧୯୭୬ ବ୍ୟାଚର ଓଡ଼ିଶା କ୍ୟାଡର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଆଜି ମୁମ୍ବାଇର ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।ସେ ଲିଭର କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କୁ ୧୫ ଦିନ ତଳେ ଏଆର…
Read More...

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଜାଣନ୍ତୁ କାହାକୁ ମିଳିଲା କେଉଁ ଦାଇତ୍ୱ: # କେନ୍ଦ୍ରୀୟ ଡେପୁଟସନ ରୁ ଫେରୁଥିବା ଏମ. ଅକ୍ଷୟ ହେବେ ସିଏମଡି ରାଜ୍ୟ ପୋଲିସ ହାଉସିଂ ବୋର୍ଡ଼ # ଇଣ୍ଟେଲିଂଯେନ୍ସ ଡ଼ାଇରେକ୍ଟର ସତ୍ୟଜିତ ମହାନ୍ତି ହେବେ ଡିଜି, ଏଫଏସ&ସିଜି, ଏଚଜି…
Read More...

ରାଉରକେଲା ଆଇନ ଅବମାନନା ଘଟଣାରେ ଚୁପ ରହିବା ସୃଷ୍ଟି କରିଛି ପ୍ରଶ୍ନବାଚୀ:କେବେ କଡା କାର୍ଯ୍ୟାନୁଷ୍ଠାନ

ଗତ କିଛି ଦିନର ରାଉରକେଲା ରେ ଘଟିଥିବା ଘଟଣାବଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି। ପ୍ରଥମେ କିଛି ଲୋକଙ୍କ ଦ୍ୱାରା ଜୋର ଜବରଦସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ରେ ଭଙ୍ଗାରୁଜା କରି ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଗଲା।ପରେ ଅଳ୍ପ କିଛି…
Read More...

ଆଜି ବିଜୁଙ୍କ ଜନ୍ମତିଥି

କଳିଙ୍ଗର ବରପୁତ୍ର ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଦିବସ।ଏହି ଦିବସକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାବେଳେ, ଏହାକୁ ପଞ୍ଚାୟତ ରାଜ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି।ସ୍ବର୍ଗତ ବିଜୁ ବାବୁ ପ୍ରବାଦପୁରୁଷ ଥିବା ବେଳେ, ତାଙ୍କର ଉଚ୍ଚ ଅଭିଳାଷ ରାଜ୍ୟକୁ ଭାରତ ତଥା…
Read More...

ଚିଟଫଣ୍ଡ କମିଶନଙ୍କ ତଦନ୍ତ ବନ୍ଦ

ଜମାକାରୀଙ୍କ ଆଶାରେ ପଡିଛି ପୂର୍ଣ୍ଣଛେଦ।ମୁଣ୍ଡର ଝାଳ ତୁଣ୍ଡରେ ମାରି କଷ୍ଟ ଉପାର୍ଜିତ ଧନକୁ ସଞ୍ଚୟ କରିଥିବା ଜନସାଧାରଣ ଶେଷରେ ଧୋକାର ସମ୍ମୁଖୀନ ହୋଇଛନ୍ତି।ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଗତକାଲିଠାରୁ ତାଙ୍କର ଶୁଣାଣି ବନ୍ଦ ରଖିଛନ୍ତି।କମିଶନଙ୍କ ବର୍ଦ୍ଧିତ…
Read More...