Webportal
Browsing Category

State

କୋଭିଡ-୧୯: ଲକଡାଉନ ସମୟରେ ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର

କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି…
Read More...

ଦିନରେ ରାଲି;ରାତିରେ କର୍ଫ୍ୟୁ ଓ ବନ୍ଦ ଗାଡ଼ିରେ ଏକାଥିଲେ ମଧ୍ୟ ମାସ୍କ ଜରୁରୀ ଚର୍ଚାରେ ଥିବା ବେଳେ ବରିଷ୍ଠ ବିଜେଡି…

ରାତିରେ ସମଗ୍ର ରାଜ୍ୟ ସିଲ୍ । ରାତି ହେଲେ ଟ୍ୱିନ ସିଟି ଭୁବନେଶ୍ୱର- କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ପୋଲିସ ପଇଁତରା ମାରୁଛି । କରୋନାର ଦ୍ୱିତୀୟ ଲହରିରେ ବ୍ରେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ଦୈନିକ…
Read More...

ରାଜନୈତିକ ଉଦ୍ଧେଶ୍ୟରେ ଲୋକେ ପୋଲିସ ସାମ୍ନାରେ ଖୁଲମଖୁଲା ବୁଲୁଥିଲା ବେଳେ ମାସ୍କ ନ ପିନ୍ଧିବା ପାଇଁ ଟ୍ରାଫିକ…

ଯେତେବେଳେ କୌଣସି ବି ରାଜନୈତିକ ଦଳର ଏକଦମ ଛୋଟରୁ ବଡ କାର୍ଯ୍ୟକର୍ତା ଓ ସମର୍ଥକ ଖୁଲମଖୁଲା ବିନା ମାସ୍କ ଓ ସାମାଜିକ ଦୁରତ୍ୱରେ ରାଜ୍ୟ ପୋଲିସର ନାକ ଓ ଆଖି ତଳେ ବୁଲୁଛନ୍ତି।ପୋଲିସ ବି ନିରୁପାୟ ହୋଇ ସେସବୁ ଅଣଦେଖା କରୁଛି।ଏହି ସମୟରେ ଆଜି ପୁରୀ ଏସ୍ପି ଟ୍ୱିଟ କରି ତାଙ୍କର ଜଣେ ଟ୍ରାଫିକ…
Read More...

ଅସାବଧାନତା ଯୋଗୁଁ ବ୍ୟକ୍ତିକୁ କୋଇଲାରେ ଦବାଇ ଦିଆଗଲା :ସୌଭାଗ୍ୟବସତ ବଞ୍ଚିଗଲା ଅମୂଲ୍ୟ ଜୀବନ

ଆଜି ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଅନନ୍ତ କୋଇଲା ଖଣି ରେ ବେପରୁଆ ସୁରକ୍ଷା ବ୍ୟବସ୍ଥା ପାଇଁ ରେଳ ଡ଼ବାରେ ଅଜାଣତରେ ଜଣେ ବ୍ୟକ୍ତି ଉପରେ କୋଇଲା ଢାଳି ଘୋଡେଇ ଦେବା ଅବସ୍ଥା ହୋଇଥିଲା।ଉକ୍ତ ବ୍ୟକ୍ତିର ଚିତ୍କାର ଶୁଣି ତାକୁ ଉଦ୍ଧାର କରାଯାଇଛି, ଯା ଫଳରେ ଏକ ଅମୂଲ୍ୟ ଜୀବନ ବଞ୍ଚିଗଲା।
Read More...

ବେପରୁଆ ଗାଡିଚାଳନା ର ପରିଣାମ: ଗାଡି ଓ ବ୍ୟକ୍ତି ଉଭୟ ପଡିଲେ ୧୦ ଫୁଟ ତଳେ

ଅନୁଗୁଳ ଜିଲ୍ଲା ବନରପାଲ ବ୍ଲକ କୁକୁଡାଙ୍ଗ ବ୍ରିଜ଼ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଚଳନ୍ତା ସ୍କୁଟି ଉପରେ ଚଡ଼ିଗଲା ଜେସିବି ମେସିନ।ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬.୩୦ ସମୟରେ ଦ୍ରୁତଗତିରେ ଆସୁଥିବା ଜେସିବି ପଛପଟୁ ମା ଓ ଝିଅ ଯାଉଥିବା ସ୍କୁଟି କୁ ଧକା ଦେଇଥିଲା।ସେମାନେ ତାଳଚେର ଆଡକୁ…
Read More...