Webportal
Browsing Category

State

୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ…
Read More...

କ୍ରାଇମବ୍ରାଞ୍ଚ ର ମାରାଥନ ଜେରା: ଗିରଫ ହେବେ କି ବିଦ୍ୟାଭାରତି?

ଫିଟିବ କି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି ।…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଓଡିଶା ସରକାର ଆଇଏଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ରିଲିଭ କରାଯାଇଛି। ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍‌ଏଫ୍‌ଏସ୍‌ଏମ୍‌)ର ପରିଚାଳନା…
Read More...

ନାକେଦମ କଲା ବାଘ:ଖସିଯିବାର ଅଳ୍ପସମୟ ମଧ୍ୟରେ ହେଲା କାବୁ

ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ଏପରି ଅଘଟଣ ଘଟିଛି ।ବାଘଟି ତାରବାଡ ଜାଲିକୁ…
Read More...

ପ୍ରହସନ ପାଲଟିଛି ମୋଟରଯାନ ପ୍ରଦୂଷଣ ଯାଞ୍ଚ

ରାଜ୍ୟରେ ଦୁଇ ଚକିଆ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ମୋଟରଯାନ ମାନଙ୍କ ପାଇଁ ବୈଧ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ନିହାତି ଆବଶ୍ୟକ। ନଚେତ ଜୋରିମାନା ଦେବାକୁ ହେବ,ଗାଡିର ଫିଟନେସ ହେବନାହିଁ ଇତ୍ୟାଦି ଇତ୍ୟାଦି। ପ୍ରଦୂଷଣ ମନୁଷ୍ୟ ଜୀବନକୁ ବିଷର ବଳୟ କୁ ଠେଲି ଦେଇଥିବା ବେଳେ ଏହା ନିଶ୍ଚିତ…
Read More...

ପୂର୍ବତଟ ରେଳବାଇ ପକ୍ଷରୁ ଆନ୍ତର୍ଜାତୀୟ ଲେବଲ କ୍ରସିଂ ସଚେତନତା ଦିବସ ପାଳିତ

ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ (ILCAD) ପାଳନ ଅବସରରେ ସଡକ ବ୍ୟବହାରକାରୀଙ୍କୁ ସଚେତନତା କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଇଅଛି | ବିଭିନ୍ନ ମାଧ୍ୟମରେ ଯଥା ପୋଷ୍ଟର, ଲିଫଲେଟ୍ ଏବଂ ନୁକ୍କଡ ନାଟକ ଇତ୍ୟାଦି ମାଧ୍ୟମରେ ସଚେତନତା ଅଭିଯାନ…
Read More...

ବିଏମସି କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି କୋଭିଡ ସହାୟତା ମଂଜୁର

ଭୁବନେଶ୍ୱର ରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଜୂର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବ ରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ ୭୭ କୋଟି ଟଙ୍କା ଦିଆଯାଇଛି ।ଭୁବନେଶ୍ୱର ରେ…
Read More...

କୋଭିଡକୁ ନେଇ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଥିଲେ…
Read More...