Webportal
Browsing Category

State

ବନ୍ଦ ପାଳନ ବେଳେ ରାକ୍ଷସୀ ଆଚରଣ; କଡା ଦଣ୍ଡବିଧାନ ର ଆବଶ୍ୟକତା

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ବା ଟ୍ରେଡ଼ ୟୁନିୟନ। ଯାହା ବୋଧହୁଏ କେବେ ବି ଦେଖିବାକୁ ମିଳି ନ ଥିଲା ଆଜି ସେହି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି।ଭୁବନେଶ୍ୱର ଜୟଦେବ ବିହାର ରେ ଆନ୍ଦୋଳନ କାରୀମାନେ ରୋଗିଥିବା ଆମ୍ବୁଲାନ୍ସ କୁ ବାଟ…
Read More...

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଲହର:ଇଚ୍ଛା ହେଉ କି ଅନିଚ୍ଛା ଭଲ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ରାଜ୍ୟ ନେତ।

ବୋଧହୁଏ ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ର ପ୍ରଦର୍ଶନ ବିଷୟରେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାନୁମାନ କରି ପାରିଥିଲେ।ନ ହେଲେ ଉତ୍ତରପ୍ରଦେଶ ନିର୍ବାଚନ ଦାଇତ୍ଵ ରେ ଥିବା ସତ୍ୱେ କଣ ପଞ୍ଚାୟତ ନିର୍ବାଚନ ସମୟରେ ଟିକିଏ ବି ସମୟ ଓଡ଼ିଶା ବିଜେପି କୁ…
Read More...

ଦ୍ୱାପର ଯୁଗର ଯୁଦ୍ଧକୁ ବଳିଗଲା ଏ ଯୁଗର ପୌରନିର୍ବାଚନ ଲଢେଇ:ବାପା ପୁଅ ସିଧାସଳଖ ଲଢ଼ୁଛନ୍ତି ପରସ୍ପର ବିରୁଦ୍ଧରେ

ଚଳିତ ପୌରନିର୍ବାଚନ ପାଇଁ ରାଜ୍ୟର ପୋଲସରା ଓ ଅନୁଗୁଳ ରେ ଦେଖିବାକୁ ମିଳୁଛି ବାପା ଓ ପୁଅ ମଧ୍ୟରେ କାଉନସିଲର ପଦବୀ ପାଇଁ ନିର୍ବାଚନୀ ଲଢେଇ।ଉଭୟ ସ୍ଥାନରେ ବାପା ମାନଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ପୁଅ ମାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମହାଭାରତ ଯୁଦ୍ଧରେ ପିତୃତୁଲ୍ୟ…
Read More...

ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ ସମୟରେ ପାତରଅନ୍ତର ଆଚରଣ ପ୍ରଦର୍ଶନ

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉକି ଚଳିତ ପୌରନିର୍ବାଚନ ହେଇ ରାଜ୍ୟରେ ହାତ ଗଣତି ଉପଜିଲ୍ଲାପାଳ ମାନଙ୍କର ଆଚରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବାର ଦେଖାଯାଏ।ଆଚରଣ ଦେଉଛି ନିର୍ବାଚନ ଲଢ଼ିବା ପାଇଁ କିଛି ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅପମାନିତ ଅନୁଭବ…
Read More...

ଗଣତନ୍ତ୍ରର ଗତି କେଉଁଆଡ଼େ:ରାଜ୍ୟ ରାଜନୀତିରେ ବଡିଚାଲିଛି ପରିବାରବାଦ

ରାଜନୀତିରେ ପରିବାରବାଦ କିଛି ନୂଆ କଥା ନୁହେଁ।କିନ୍ତୁ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କର ଅନ୍ୟ ଏକ ଦଳ ଉପରେ ପରିବାରବାଦର ଆରୋପ ରହିଆସିଛି।ସେମାନଙ୍କ କହିବା ହେଲା କ୍ଷମତାରେ ରହୁଥିବା ନେତାମାନେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ରାଜନୀତିକୁ ଆଣି କ୍ଷମତାକୁ ନିଜ ଅକ୍ତିଆରରେ ରଖୁଛନ୍ତି।…
Read More...

କଛପ ଗତିରେ ଚାଲିଛି ବାହ୍ୟ ମଳମୁକ୍ତ ଯୋଜନା; ଶୌଚ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଗୁଣ୍ଡୁରୀନାଲି ଗ୍ରାମରେ ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଜଣଙ୍କ ହେଲେ ପ୍ରଦେଶୀ ଗୋଛାୟତ (୫୫) ମେଡ଼ିକାଲରେ ଭର୍ତ୍ତି । ସୂଚନା ଯେ, ପ୍ରଦେଶୀ ଆଜି ଘରର କିଛି ଦୂରକୁ ଶୌଚ କରିବାକୁ ଯାଇଥିବା ବେଳେ ଏକ…
Read More...

ଦ୍ରୁତଗତିର ପରିଣତି; ଓଲଟିଲା କାର

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ କାର ଦୁର୍ଘଟଣା। ଯାହାଫଳରେ କାର ରେ ବସିଥିବା ଦୁଇ ଆହତ। ସୂଚନା ଅନୁଯାୟୀ ଭୋର ୪ ଘଟିକା ସମୟରେ ବଅଁରପାଳ ଆଡୁ ମହିଧରପୁର ଆଡକୁ ଦ୍ରୁତଗତିରେ ଆସୁଥିବା କାର ଟି (ଓଆର୦୩ଏଚ ୭୪୧୫) ଭାରସାମ୍ୟ ହରାଇ ବଉଳିଗଡ଼ ଜଙ୍ଗଲ ନିକଟରେ…
Read More...

ଦନ୍ତା ନେଲା ଜୀବନ

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…
Read More...