Webportal
Browsing Category

State

ମୋ ସରକାରରେ ସାମିଲ ହେଲା ଆଉ ୩ ବିଭାଗର ୧୭ଟି ସେବା

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି…
Read More...

ଭଲ ଶାସନ ଚାଲିଥିବ: କିନ୍ତୁ ଭଲ ଶାସନ ଚାଲିବା ଆବଶ୍ୟକ

ଆମକୁ ଶାସନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାର ଲଗାତାର ଭାବେ ସଂଖ୍ୟାଗରିଷ୍ଟ୍ ଭୋଟରଙ୍କ ଦ୍ବାରା ଏକାଧିକ ଅବଧି ପାଇଁ ନିର୍ବାଚିତ ହୋଇ ଆସୁଛନ୍ତି। ତେଣୁ ତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଅର୍ଥ ସେମାନଙ୍କୁ ନିର୍ବାଚିତ କରିଥିବା ଭୋଟର ମାନଙ୍କ ବୁଦ୍ଧି ଉପରେ ସନ୍ଦେହ…
Read More...

ଲୋକଲଜ୍ୟା ରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୭ ବର୍ଷ ବୟସ ର ନାବାଳିକା ବଳକ୍ତାର ପରେ ଲୋକଲଜ୍ୟା ରେ ବିଷ ପିଇ ଆତ୍ମହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକ। ମୃତ ନାବାଳିକା ଙ୍କ ମା କହିବା ଅନୁସାରେ ଗତକାଲି ଦିନ ୧୨ ଟା…
Read More...

ଦୁର୍ଘଟଣା ଘଟାଇବା କଣ ଜରୁରୀ; ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ନିକଟସ୍ଥ ମାଧପୁର ଅଞ୍ଚଳର ଅକ୍ଷୟ ବେହେରା (୩୨)ଆଜି…
Read More...

କଠିନ ପରିଶ୍ରମର ପରିଣାମ: ସାମ୍ବାଦିକ ଗୌରବ ସମ୍ମାନ୨୦୨୨ ରେ ସମ୍ମାନିତ ହେଲେ ମାନସ ମିଶ୍ର

ରବିବାର କଟକର ଶାରଳା ଭବନ ଠାରେ "ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ " ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀ।ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ କରାଯାଇଥିଲା ସମ୍ବର୍ଦ୍ଧନା ।ସାମ୍ବାଦିକତା କ୍ଷେତ୍ରରେ…
Read More...

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା : ୪୬୦୦୦ ପିଲା ମାଟ୍ରିକ ପରୀକ୍ଷାରୁ ଅନୁପସ୍ଥିତ ; ଅଧିକାଂଶ ପିଲାଗଲେ ଦାଦନ…

ସ୍କୁଲ ଯାଉଥିବା ପିଲାମାନେ ହେଲେ ରାଜ୍ୟର ଭବିଷ୍ୟତ।କିନ୍ତୁ ଏହି ଭବିଷ୍ୟତ ମାନଙ୍କ ଭବିଷ୍ୟତ ଅନ୍ଧାରମୟ ଦିଶୁଛି। ଆମେ କହୁଛୁ ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିଷୟରେ। ସରକାରୀ ହିସାବରେ ପ୍ରାୟ ୫୮୬୦୦୦ ବିଦ୍ୟାର୍ଥୀ ଚଳିତ ବର୍ଷ…
Read More...

ନବୀନ ପଟ୍ଟନାୟକଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି କିଛି ଅମାଲତନ୍ତ୍ର

ଏ କି ପ୍ରକାର ଶାସନ ଚାଲିଛି।ଏହା ଏକ ନଗ୍ନ ସତ୍ୟ ଓ ସମସ୍ତେ ଜାଣନ୍ତି ଯେ ନବୀନ ବାବୁ ଅମାଲତନ୍ତ୍ର ଉପରେ ଅଧିକ ଭରସା କରି ଶାସନର ଡୋରି ଏକରକମ ସେମାନଙ୍କ ହାତରେ ଟେକି ଦେଇଛନ୍ତି।ଯାହାର ଫାଇଦା ନେଇ କିଛି ଅମାଲତନ୍ତ୍ର ଏମିତି କାମ କରୁଛନ୍ତି, ଯାହାଦ୍ୱାରା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ…
Read More...

ହନୁ କିଏ? ନିରଞ୍ଜନ, ସୁର ନା ଉଭୟ

ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିବା ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ ପୂର୍ବବତ ପରବର୍ତ୍ତୀ ରାଜ୍ୟ କଂଗ୍ରେସ ମୁଖିଆ କିଏ ହେବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ।ନବୀନ ଯାହା…
Read More...

ରାଜ୍ୟରେ ବିଜେଡିର ପ୍ରଭାବ ବୃଦ୍ଧି ପାଇବାର କାରଣ କଣ ନବୀନ ବାବୁଙ୍କ ବିରୋଧୀ ଦଳ ମ୍ୟାନେଜମେଣ୍ଟ

ଦୀର୍ଘ ୨୪ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ଶାସକ ବିଜୁ ଜନତା ଦଳର ପ୍ରଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ରାଜନୈତିକ ବିଶେଷଜ୍ଞ ମାନଙ୍କ ତଥାକଥିତ ଅସନ୍ତୋଷ ଲହର ଭୋଟର ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ।ଏହି ଶାସନ ଅବଧି ଗୋଟିଏ ପ୍ରକାରେ ବିଶ୍ୱରେ କୀର୍ତ୍ତିମାନ ସୃଷ୍ଟି…
Read More...

ଏମିତି ଚାଲିଛି ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନା; ଦୀର୍ଘଦିନର ଅପେକ୍ଷା ପରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

ଓଡିଶା କାର୍ଯ୍ୟକାରୀ ସାମ୍ବାଦିକ ଉନ୍ନୟନ ଧନରାସୀ ବା ୱେଲଫେଆର ଫଣ୍ଡ ନିୟମ ୨୦୦୬ ର ନିୟମ ୭ ଅନୁସାରେ ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ୩.୬.୨୦୨୦ ରେ ଜାରି ବିଜ୍ଞପ୍ତି ଅନୁଯାୟୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇ କୌଣସି କାର୍ଯ୍ୟରତ ସାମ୍ବାଦିକ ମୃତୁବରଣ କଲେ ତାଙ୍କୁ…
Read More...