Webportal
Browsing Category

State

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ବଦଳିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟ । ପୂଜକମାନଙ୍କ ସହମତିରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ପରିବର୍ତନ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ।…
Read More...

ଯାତ୍ରୀଙ୍କୁ ଦୁର୍ବ୍ୟବହାର କଲେ ଓଲା ଡ୍ରାଇଭର

ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର। ସର୍ବସାଧାରଣରେ ଗାଳିଗୁଲଜ କରି ଦୁର୍ବ୍ୟବହାର କଲେ ଓଲା ଡ୍ରାଇଭର। ଗାଡି ବୁକି ପରେ ଲଗେଜ ଉଠାଇବାକୁ ନେଇ ଦୁର୍ବ୍ୟବହାର। ୧୫ମିନିଟ ଧରି ଲୋକଙ୍କ ସାମନାରେ କଲେ ଗାଳିଗୁଲଜ। ଏପରିକି ମହିଳା ଯାତ୍ରୀଙ୍କୁ କାରରେ…
Read More...

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଅଧିକାରୀ: ଲାଞ୍ଚ ନେଲାବେଳେ ଧରାପଡିଲେ ହିନ୍ଦୋଳ ଏସ୍‌ଡିପିଓ

ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ଅଧିକାରୀ । ଲାଞ୍ଚ ନେଲାବେଳେ ଧରାପଡ଼ିଛନ୍ତି ହିନ୍ଦୋଳ ଏସ୍‌ଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କାବୁ କରିଛି ଭିଜିଲାନ୍ସ । ଖବର ଅନୁଯାୟୀ, ଏସିଏସ୍‌ଟି ମାମଲାରେ ଜଣଙ୍କ ନାଁ କାଟିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍‌ଡିପିଓ ।…
Read More...

ରାଜଧାନୀରେ ଚାଞ୍ଚଲ୍ୟ; ବ୍ଲାକମେଲ କରି ଜଣେ ସହଯୋଗୀ ପ୍ରଫେସରଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ

ରାଜଧାନୀ ଭୁବନେଶ୍ୱରରେ ଜଣେ ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ ସହ ଉକ୍ତ ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ତାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଓ ଟଙ୍କା ମାଗିଥିବା ଅଭିଯୋଗ । ପ୍ରଫେସରଙ୍କ ଘର ଛତିଶଗଡ଼ରେ। ସେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ…
Read More...

ଦୁର୍ଘଟଣା କଣ ହେଇ ଚାଲିଥିବ; ପୁନର୍ବାର ଦୁଇ ମୃତ: ଚାଳକକୁ ସାବଧାନ ରହିବା ଉଚିତ୍

ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥବା ଜଣା ପଡିଛି । ସୂଚନା ଅନୁସାରେ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ…
Read More...

ବିଧାୟକଙ୍କ ରହିବା ଘର ନା ହେବ ଆଉରଙ୍ଗଜେବ ରହିବା ଘର, ତିନି ପାର୍କରେ ସବୁଜିମା ଧ୍ୱସ୍ତବିଧ୍ୱସ୍ତ

ଏକ ବଡ଼ ଦ୍ରୁମ ଦିନକୁ ୧୦ଜଣ ଲୋକଙ୍କୁ ଅମ୍ଳଜାନ ଦିଏ । ତା’ ଠାରୁ ଟିକେ ଛୋଟ ଗଛ ଯେତିକି ଅମ୍ଳଜାନ ଉତ୍ପାଦନ କରେ ସେଥିରେ ୪ରୁ ୬ଜଣ ଲୋକଙ୍କ ଆବଶ୍ୟକତା ପୂରା ହୁଏ । ୧୦୦୦ ଦ୍ରୁମର ଅମ୍ଳଜାନରେ ବଞ୍ଚୁଛନ୍ତି ୧୦ ହଜାର ଲୋକ । ବାୟୁମଣ୍ଡଳର ପ୍ରଦୂଷଣ ଟାଣିବାରେ ଗଛର ଭୂମିକା କିଛି କମ୍‌ ନୁହେଁ ।…
Read More...

ଏଚଡିଫସି ବ୍ୟାଙ୍କ ଜାଲିଆତି: ସନ୍ଦେହ ଘେରରେ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ; କିନ୍ତୁ ଜାଲରେ…

ପାଠକବନ୍ଧୁ ଟିକିଏ ପଛକୁ ଫେରିଯିବା। ୨୦୧୯ ସେପ୍ଟେମ୍ବର ମାସରେ ଅନୁଗୁଳ ସ୍ଥିତ ଏଚଡିଫସି ବ୍ୟାଙ୍କରୁ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରି ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଉଠାଯାଇଥିବା ଵିଷୟ ସାମନାକୁ ଆସିଥିଲା। ସେତେବେଳେ ଏହି ଜାଲିଆତି ଓ ଠକାମୀର ଚେର ଅନୁଗୁଳ ର ଜଣେ ପୂର୍ବତନ ଜିଲ୍ଲାପାଳ ଓ…
Read More...

ପୁରୀ ପରିକ୍ରମା ପ୍ରକଳ୍ପ କୁ ନେଇ ମୁଁହ ଖୋଲିଲେ ଅସନ୍ତୁଷ୍ଟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି | ଗତକିଛି ଦିନ ହେବ ଏହି ପ୍ରସଙ୍ଗ ବେଶ ଚର୍ଚାରେ ଥିବା ବେଳେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରକଳ୍ପକୁ ନେଇ ପ୍ରଶ୍ନ ଓ ଅସନ୍ତୋଷ ପରେ ଏବେ ରାଜନୀତି ଜୋର ଧରିଛି | ଅନେକ ବରିଷ୍ଠ ରାଜନେତା ଜଗଦଗୁରୁ…
Read More...

ଅଘଟଣ; ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଦୁଇ ମୃତ

ଅନୁଗୁଳ ଜିଲ୍ଲା ପାଳଲହଡା ବାଲିପଶି ଗ୍ରାମ ନିକଟରେ ଦିନ ଗୋଟାଏ ସମୟ ରେ ଜାତୀୟରଜପଥ 149 ରେ ଏକ ଚଳନ୍ତା ଅଟୋ ଉପରେ ରାସ୍ତା କଡ ରେ ଥିବା ଏକ ବଡ ଗଛ ପଡିଯିବା ଫଳ ରେ ଅଟୋ ରେ ବସିଥିବା ଘଟନାସ୍ଥଳରେ ତିଲେଇପଶି ଗ୍ରାମର ଜେମା ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟଜଣେ ଗର୍ଭବତୀ ମହିଳା…
Read More...

ସର୍ଭେରେ ସାଙ୍ଘାତିକ ଖୁଲାସା: ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ ପକ୍ଷରୁ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି | ତେବେ ପ୍ରକାଶିତ ଏହି ରିପୋର୍ଟ ରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି | ୨୦୨୧ ରିପୋର୍ଟ ଅନୁସାରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଚିତ୍ର…
Read More...