Webportal
Browsing Category

State

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ । ତେବେ ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି କରାଯାଇଥିବାବେଳେ ୧୧୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି…
Read More...

ବଦଳିଲା ବରଗଡ଼ର ରାଜନୀତି ଚିତ୍ର, ରୀତାଙ୍କୁ ମନ୍ତ୍ରୀ ପଦ ନେଇ ନାନା ପ୍ରଶ୍ନ

ଦଳୀୟ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ବଦଳରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ। ଭିତିରିଆ ସମର୍ଥନ କରି ତାଙ୍କୁ ଜିତାଇଲେ। ଦଳ ନିଜ ପ୍ରାର୍ଥୀଙ୍କ ପରାଜୟର କାରଣ ଖୋଜୁଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟୋତ୍ସବରେ ସାମିଲ ହେଲେ। କେବଳ ସେତିକି ନୁହଁ; ଦୁଇଜଣ ମନ୍ତ୍ରୀ ପ୍ରଚାରକୁ…
Read More...

ପୁଣି ଅଶାନ୍ତ ବାଲେଶ୍ବର; ଲୁଟ ଲାଗି ରହିଥିବା ବେଳେ ଏବେ ହତ୍ୟା ମାମଲା ସାମ୍ନାକୁ ଆସିଛି

ପୁଣି ଅଶାନ୍ତ ବାଲେଶ୍ୱର। ଶୁକ୍ରବାର ରାତିରେ ଘଟିଛି ବିଭତ୍ସ ହତ୍ୟା। ହତ୍ୟା ପଛରେ ବଡ଼ ଗ୍ୟାଙ୍ଗର କିଛି କୁଖ୍ୟାତ ଅପରାଧୀ ଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଜୋର୍ ଜୋରରେ ତଦନ୍ତ ଜାରି ରଖିଛି। ଶୁକ୍ରବାର ରାତିରେ ଚାନ୍ଦିପୁର ଥାନା ଚାନ୍ଦିପୁର ରାସ୍ତାର ଆଇଓସିଏଲ ଛକ ନିକଟରେ ସୁନହଟ୍…
Read More...

ଶେଷ ହେଇଯିବ କି ଦଳମଧ୍ୟରେ ଗୁରୁତ୍ଵ;ସମସ୍ତେ ଆସିଲେ, ଅରୁଣ ସାହୁ ଆସିଲେନି !

ଶପଥ ଗ୍ରହଣ ସମାରୋହ ସରିଲା। ବିଭାଗ ବଣ୍ଟନ ବି ହେଲା। ହେଲେ କିଛି ପୁରୁଣା ମୁହଁ ବାଦ୍ ପଡିଲେ। ଯେମିତିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରମୁଖ। ଏମାନଙ୍କ ମନ କ’ଣ ହେଉଥିବ ସେ କଥା ସେମାନେ ହିଁ ଜାଣନ୍ତି। କିନ୍ତୁ ମୁହଁ ଫୁଲେଇଛନ୍ତି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କହିଲେ ବ୍ରଜରାଜନଗର ବିଧାୟିକା-ସ୍ବାମୀ ଦେଖିଥିବା ସ୍ବପ୍ନକୁ ପୂରଣ କରିବି

ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ। ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ମହାନ୍ତି କହିଥିଲେ।…
Read More...

ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳ; ଶପଥ ନେଲେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ତେବେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକସେବା ଭବନର କନ୍ଭେନସନ୍ ହଲରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…
Read More...

ପୁଷ୍ପା ଫିଲ୍ମ ଷ୍ଟାଇଲ: ଟ୍ରକ ସିକ୍ରେଟ ଚ୍ୟାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ । ରାଜଧାନୀ ଉପକଣ୍ଠ ତମାଣ୍ଡୋରୁ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ଗଞ୍ଜେଇ ପରିମାଣ ୫୦ଲକ୍ଷ ହେବ । ବ୍ରହ୍ମପୁରରୁ ବିହାର ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ଏସଟିଏଫ ସୂଚନାଯୋଗ୍ୟ…
Read More...

୨୦୨୪ରେ ହେବ କଂଗ୍ରେସ-ବିଜେଡି ଲଢେଇ, ୧ ନମ୍ବର ହେବ କଂଗ୍ରେସ : ପିସିସି ସଭାପତି

ବିଜେପିର ଅଭିଯୋଗ ଉପରେ ଜବାବ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର କାହାକୁ ବିଜେଡି ଫଣ୍ଡିଙ୍ଗ କରିଛି। ତାହାର ପ୍ରମାଣ ଦେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାର୍ଟିରୁ ଏକ୍ସଫେଲ କରିବୁ। ଖାଲି କହି ଦେଲେ ହେବନି । ବିଜେଡି ବିଜେପି ଭାଇ ଭାଇ । ତାଙ୍କର ବିକଳ୍ପ ହେଉଛି କଂଗ୍ରେସ ।…
Read More...

ବାହାରେ ପାସ, ଘରେ ଫେଲ; ଓଡ଼ିଶାରେ କାମ କରୁନି ଧର୍ମେନ୍ଦ୍ରଙ୍କ ମ୍ୟାଜିକ

ଆଜିର ବ୍ରଜରାଜନଗର ଉପନିର୍ବାଚନ ଫଳ ଆସିବା ପରେ ରାଜ୍ୟ ରାଜନୀତିରେ ପୁନର୍ବାର କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଧର୍ମେନ୍ଦ୍ରଙ୍କ ପ୍ରଚାର ମଇଦାନରେ ଉପସ୍ଥିତି ବାଦ୍ ଭି ଦଳକୁ ତିନି ନମ୍ବର ରେ ସନ୍ତୁଷ୍ଟ…
Read More...

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ମାମଲା;ଗଛକଟା ବନ୍ଦ କଲେ ହାଇକୋର୍ଟ

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କାହିଁକିନା ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି । ଏପର୍ଯ୍ୟନ୍ତ ୩ ଶହରୁ ଅଧିକ ଗଛ…
Read More...