Webportal
Browsing Category

State

ଗର୍ଭବତୀ ମହିଳା ହେଲମେଟ ନ ପିନ୍ଧିବା କାରଣରୁ ତିନି କିଲୋମିଟର ଚାଲିବା ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

ଖାକି ପାୱାର ଦେଖାଇବା ପଡିଲା ମହଙ୍ଗା। ହେଲମେଟ ପିନ୍ଧି ନ ଥିବା ଯୋଗୁଁ ୮ମାସର ଗର୍ଭବତୀ ମହିଳାଙ୍କୁ ୩ କିଲୋମିଟର ଚାଲିବାକୁ ପଡିବା ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ଏସ୍‌ପି ନିଲମ୍ବିତ କରିଛିନ୍ତି। ସୂଚନା ମୁତାବିକ, ରବିବାର ଶରତ ଥାନା ଅଞ୍ଚଚଳର ବିକ୍ରମ…
Read More...

ପୋଲିସ ଉପରେ ମାତ୍ରାଧିକ ଅନ୍ୟାନ୍ୟ କାର୍ଯ୍ୟଭାର ର ପରିଣାମ:ରାଜ୍ୟରେ ବଡ଼ିଛି ଧର୍ଷଣ, ଚୋରି, ହତ୍ୟାକାଣ୍ଡ:କହୁଛି…

ସମ୍ପ୍ରତି ୨୦୨୦ ମସିହା ପାଇଁ ଓଡ଼ିଶା ରାଜ୍ୟ ଗୃହ ବିଭାଗ ର ଶ୍ୱେତପତ୍ର ପ୍ରକାଶ ପାଇଛି।।ଏହା ଅନୁଯାୟୀ କରୋନା ଓ ଲକଦଉନ ସମୟରେ ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧ କମିବା ଜାଗାରେ ବୃଦ୍ଧି ପାଇଛି।ଗତ ବର୍ଷ ରାଜ୍ୟରେ ପ୍ରତିଦିନ ହାରାହାରି ୮ ଟି ବଳାତ୍କାର, ୨୮ ଟି ଚୋରି ଓ ୪ ଟି ହତ୍ୟାକାଣ୍ଡ…
Read More...

ସରକାର ମାନିଲେ ସରକାରୀ ସ୍କୁଲରେ ଆର୍ଥିକ ସ୍ୱଚ୍ଛଳତା ନ ଥିବା ପିଲା ପଢ଼ନ୍ତି :ସରକାରୀ ସ୍କୁଲ ଗୁଡିକର ମାନ ସୁଧାରିବା…

ସମ୍ପ୍ରତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ସରକାରୀ ସ୍କୁଲରେ ଶିକ୍ଷାଲାଭ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରୀ ମେଡ଼ିକାଲ ଓ ଇଂଜିନିୟରିଂ କଲେଜରେ ୧୫% ଆରକ୍ଷଣ ପ୍ରସ୍ତାବ କୁ ବିଧାନସଭା ରେ ପାସ କରେଇଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଥମୁନି ହାତୀ ଉପଦ୍ରବ: ନଷ୍ଟ ହେଉଛି ଅମୁଲ୍ୟ ଫସଲ

ଅନୁଗୁଳ ଜିଲ୍ଲାର ଅନୁଗୋଳ ବନଖଣ୍ଡ କଣିହାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦିନକୁ ଦିନ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ୫୦ ଘରିଆ ହାତୀ ତିନି ଦଳ ହୋଇ ଦୁର୍ଗାପୁର , ତାଳପଦା , ଅରଖଡ଼ାହି , ଗଣ୍ଡମଳା , ହନୁମାନ ପୁର , ନାଲମ ଇତ୍ୟାଦି ଅଞ୍ଚଳରେ କିଛି ଦିନ ହେଲା…
Read More...

୨୦ ଦିନର ଶିଶୁକୁ ସମ୍ପର୍କୀୟଙ୍କ ଦ୍ୱାରା ଅପହରଣ ଅଭିଯୋଗ

୨୦ ଦିନ ର ଶିଶୁପୁତ୍ର କୁ ନିଜ ପରିବାର ଲୋକ ଅପହରଣ କରିନେଇଥିବା ଥାନା ରେ ଅଭିଯୋଗ କରିଛନ୍ତି ଶିଶୁ ର ମା I ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅଧିନସ୍ଥ ରଞ୍ଜଣI ଗ୍ରାମ ରେ I ଅଭିଯୋଗ ଅନୁଯାୟୀ ସୁନି ମୁଣ୍ଡା 13 ତାରିଖ ରାତି ରେ ଖାଇସାରିବାପରେ ନିଜ ୨୦ ଦିନ…
Read More...

ଜମିହରାଙ୍କୁ ଚାକିରୀ ନ ମିଳିବାରୁ ଆତ୍ମାହୁତି ଉଦ୍ୟମ:ପୋଲିସ କଲା ଉଦ୍ଧାର: ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ…

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅନଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ଜଣେ ବାପା ଏବଂ ତାଙ୍କ ପୁଅକୁ ପୁଲିସ କାବୁ କରିଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ହେଉଛନ୍ତି ତାଳଚେର ସୁଲୁଡ଼ା ଗ୍ରାମର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ। ସୂଚନା…
Read More...

କର୍ତବ୍ୟ ହିଁ ପ୍ରଥମ:ଏହା ହେଉଛି ଏଆରଫିଲଡ଼ ପୋଲିସ ଷ୍ଟେସନର କର୍ତବ୍ୟରତ କର୍ମଚାରୀଙ୍କ ମୂଳମନ୍ତ୍ର

ଆପଣମାନେ ଆଜିପର୍ଯନ୍ତ ଶୁଣୀଥିବେ ଯେ  ରଙ୍ଗରୁଟରେ ଗାଡି ନେବା, ଡ୍ରାଇଭିଂ ସମୟରେ ମୋବାଇଲ ରେ ଗପିବା ଆଦି ଛୋଟମୋଟ ଆଇନ ଭାଙ୍ଗିଲେ ପୋଲିସ କ୍ଷମତାଶାଳୀ ବ୍ୟକ୍ତି ମାନଙ୍କୁ ବିନା ଦଣ୍ଡରେ ଛାଡ଼ିଦେଇଥାଏ। ଏମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ସବୁ…
Read More...

କେବେ ସୁଧୁରିବ ମନୁଷ୍ୟ:ଜନ୍ତୁ ଶିକାରୀ ଗିରଫ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଦିନକୁ ଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ବନବିଭାଗ ତତ୍ପରତା ଦେଖାଇ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରୁଛି,ତଥାପି ସୁଧୁରୁ ନାହାଁନ୍ତି ଶିକାରୀ। ସୂଚନା ଅନୁଯାୟୀ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପlସର ବନାଞ୍ଚଳ ଅନ୍ତର୍ଗତ…
Read More...