ପରୀକ୍ଷା ଦେଇପାରିବେ ନାହିଁ ୭ହଜାର ଓଡିଶା ସିଭିଲ ସର୍ଭିସ ଆଶାୟୀ
ଓଡିଶା ସିଭିଲ ସର୍ଭିସ ପାଇଁ ଆଶାୟୀ ଥିବା ୭ ହଜାର ୩୯ ଜଣ ଛାତ୍ର ଛାତ୍ରୀ ପ୍ରିଲିମ ପରୀକ୍ଷା ଦେଇପାରିବେ ନାହିଁ । ଆଶାୟୀଙ୍କ ଛୋଟିଆ ଭୁଲ୍ ପାଇଁ ସେମାନଙ୍କ ଆବେଦନକୁ ନାକଚ କରିଦେଇଛି ଓଡିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ୍ସି । ଦରଖାସ୍ତ ନାକଚ୍ର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ…
Read More...
Read More...