ଦିଲ୍ଲୀ ବିଧାନସଭାରେ ବେତନ ସଂଶୋଧନ ବିଧେୟକ ପାରିତ: ୫୪ ହଜାରରୁ ବଢି ୯୦ ହଜାର ଟଙ୍କା ପାଇବେ ବିଧାୟକ
ଦିଲ୍ଲୀ ବିଧାନସଭାର ଚଳିତ ଅଧିବେଶନରେ ବେତନ ସଂଶୋଧନ ବିଧେୟକ ପାରିତ ହୋଇଛି । ଫଳରେ ମନ୍ତ୍ରୀ, ବିଧାୟକ, ଉପ ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଦରମା ବଢିବ ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୫ରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ, ଯାହା ଏବେ ପାରିତ…
Read More...
Read More...