Webportal
Browsing Category

Public Interest

ପନ୍ଦର ବର୍ଷ ଲାଗିଲା ହାଉସିଂ ବୋର୍ଡ ଘର ପାଇଁ ଶିଳାନ୍ୟାସ ହେବାକୁ, କିନ୍ତୁ ଘରର ଧାର୍ଯ୍ୟ ବିକ୍ରିମୂଲ୍ୟ ସୃଷ୍ଟିକଲା…

ଅନୁଗୁଳରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟଅତିଥି,…
Read More...

ଜମି ଅଧିଗ୍ରହଣର ବିରୋଧକାରୀଙ୍କ ପ୍ରତି ଏସ୍ପିଙ୍କ କଠୋର ଆଭିମୁଖ୍ୟ, ସ୍ଥାନୀୟ ବିଧାୟକ ଗିରଫ, ପ୍ରତିବାଦରେ ତାଳଚେର ବନ୍ଦ

ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ର ଭାଲୁଗାଡ଼ିଆ ରେ ଏମସିଏଲ(MCL} ର ହିଙ୍ଗୁଳା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପାଇଁ ଉଛେଦ ପ୍ରକ୍ରିୟା ସମୟରେ ସ୍ଥାନୀୟ ଲୋକଙ୍କ ଦାବୀପୁରଣ କୁ ନେଇ ବିରୋଧ ଓ ସେଥିରେ ସ୍ଥାନୀୟ ଶାସକ ଦଳର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଜିଲ୍ଲା ଆରକ୍ଷୀ…
Read More...

ଦୁଇଦିନ ପରେ ମିଳିଲା ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ

ଅନୁଗୁଳ ବ୍ଲକ ବଲାସିଙ୍ଗା ନିକଟ ଦେଇ ଯାଇଥିବା ଟାକୁଆ ନାଳରେ ଗତ ଦୁଇଦିନ ତଳେ ନାଳରେ ଭାସିଯାଇ ଇଙ୍କରବନ୍ଧ ପଞ୍ଚାୟତ ବେହେରା ସାହିର ଅନିଲ ବେହେରା (୨୫) ନିଖୋଜ ଥିଲେ। ୨୪/୧୦/୨୦୧୯ ତାରିଖ ଅପରାହ୍ନ ସମୟରେ ଅନିଲ ନିକଟସ୍ଥ ଟାକୁଆ ନାଳକୁ କୌଣସି କାର୍ଯ୍ୟରେ ଯାଇ ଲଘୁଚାପ ବର୍ଷାରେ ବଢିଥିବା…
Read More...

ପୁଣି ଲାଗିଲା ମାଓ ପୋଷ୍ଟର ବ୍ୟାନର

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟରେ ଫୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ବିଭିନ୍ନ ପ୍ରଶଙ୍ଗକୁ ନେଇ ମାଓବାଦୀ ମାନେ ଦୁଇଟି ବ୍ୟାନର୍ ଓ ୬ ଟି ପୋଷ୍ଟର ଭିନ୍ନ ଭିନ୍ନ ସ୍ଥାନରେ ଲଗାଇଛନ୍ତି । ସିପିଆଇ(ମାଓବାଦୀ) ଓଡିଶା ରାଜ୍ୟ କମିଟି ନାଁରେ…
Read More...

କଟକ ସହରର ବିଭିନ୍ନ ଅଞ୍ଚଳ ରେ ନିଶାସକ୍ତ ହୋଇ ଅନେକ ଯୁବକ ଯୁବତୀ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରୁଥିବାକୁ ନେଇ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଶନିବାର ସନ୍ଧ୍ୟା ୬ ଟା ସମୟରେ କଟକ ଜଗତପୁର ଠାରେ ଖୋର୍ଦ୍ଧା ରୁ ବିହାର…
Read More...

ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବାକୁ ଥିବା ରେଳ ସମ୍ଭଧିୟ ବିବରଣୀ

ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର ପ୍ରାରମ୍ଭିକ ଚଳାଚଳ ୧୫ ତାରିଖ ରେ ଭୁବନେଶ୍ୱର ଠାରୁ କରାଯିବ I ଏହି ଟ୍ରେନ ଭୁବନେଶ୍ୱର ଠାରୁ ପ୍ରତିଦିନ…
Read More...

ତାଳଚେରରେ ୫୪ତମ ଦଶହରା କ୍ରୀଡା ପ୍ରତିଯୋଗିତା ଉଦଯାପିତ

ତାଳଚେର ସର୍ବପୁରାତନ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ କିଶୋର କ୍ଳବର ୫୪ତମ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫ ଦିନ ଧରି ଅନୁଷ୍ଠିତ ଏହି ଦଶହରା କ୍ରୀଡ଼ା ଓ ସାଂସ୍କୃତିକ…
Read More...

କୋଇଲା ପରିବହନରେ ଏକଚାଟିଆ କାର୍ଯ୍ୟକଳାପକୁ ବିରୋଧ

ଅନୁଗୁଳ ଜିଲ୍ଲା ସ୍ଥିତ ଏମସିଏଲ ର ତାଳଚେର ଭୁବନେଶ୍ୱରୀ,ଜଗନ୍ନାଥ ଏବଂ ଅନନ୍ତ ପ୍ରୋଜେକ୍ଟ ଅଧୀନରେ କୋଇଲା ଲୋଡିଂ କରୁଥିବା କ୍ଷତିଗ୍ରସ୍ତ ଆଞ୍ଚଳିକ ଟ୍ରକ ମାଲିକମାନେ ଆବଶ୍ୟକୀୟ କୋଇଲା ପରିବହନ କରିବାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଆଜି ତାଳଚେର ଉପଜିଲ୍ଲାପାଳ ଙ୍କ…
Read More...

ଭୁବନେଶ୍ୱର ରେ ଆନ୍ତ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ…
Read More...